ପଞ୍ଚଦିବସୀୟ ଝୁଲଣଯାତ୍ରା ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦାଇପାଲି ପଲ୍ଲିଶ୍ରୀ ବିହାର ସାଇଟ୍‌ ନର୍ସିଂ କଲେଜ ପରିସରରେ ଥିବା ରାଧାକୃଷ୍ଣ ମନ୍ଦିରରେ ଗତ ସୋମବାର ଠାରୁ ଆରମ୍ଭ ହୋଇଥିବା ଝୁଲଣ ଯାତ୍ରା ଉଦ୍‌ଯାପିତ ହୋଇଯାଇଛି । ଏହି ଉପଲକ୍ଷେ ମାହେଶ୍ୱରୀ ରାମଜୀ ପାର୍ଟିର ଭଜନ କୀର୍ତ୍ତନ ସହ ସୁସଜ୍ଜିତ ଦୋଳିରେ ପ୍ରଭୁ
Read More...

ସ୍କୁଲରେ ଶିକ୍ଷକ ଗାଏବ : ଖାତାରେ ଉପସ୍ଥିତି

ସିନ୍ଧବାହାଲି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥାର ଚରମ ଅବ୍ୟବସ୍ଥା ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଯେଉଁଠି ଶିକ୍ଷକଙ୍କ ହାତରେ ରହିବା କଥା ଭବିଷ୍ୟତର ଭିତ୍ତି, ସେଠି ଶିକ୍ଷକ ହିଁ ଯଦି ସ୍କୁଲରୁ ଗାଏବ ତେବେ ପିଲାଙ୍କ ଭବିଷ୍ୟତ କାହା ଭରସାରେ ? ଖପ୍ରାଖୋଲ ବ୍ଲକ ରେଙ୍ଗାଲି
Read More...

ସଂସ୍କୃତି ଜ୍ଞାନ ପରୀକ୍ଷାରେ କେ. ଭି. ମହାବିଦ୍ୟାଳୟର ଗୌରବ

ଓଡ଼ିଶାରେ ପ୍ରଥମ ହେଲେ ଛାତ୍ରୀ କବିତା କୁଅଁର କଣ୍ଟାବାଞ୍ଜି (କେପିଏନ୍‌ଏସ୍‌) : ଗାୟତ୍ରୀ ଶକ୍ତି ପୀଠ, କଣ୍ଟାବାଞ୍ଜି ପକ୍ଷରୁ ଗତ ଶିକ୍ଷାବର୍ଷରେ ଆୟୋଜିତ ସଂସ୍କୃତି ଜ୍ଞାନ ପରୀକ୍ଷାରେ କେ.ଭି. ମହାବିଦ୍ୟାଳୟର ଛାତ୍ରୀ କବିତା କୁଅଁର ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରି ମହାବିଦ୍ୟାଳୟ
Read More...

ବିଜେଡି ଜିଲ୍ଲା ସମ୍ପାଦିକା ଭାବେ ମନୋନିତ ହେଲେ ଗୀତାଞ୍ଜଳି

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ବିଜୁ ଜନତା ଦଳ ପକ୍ଷରୁ ସାଂଗଠନିକ ପଦବୀ ପ୍ରଦାନ କରାଯାଇଥିବା ବେଳେ ଅନେକ ମହିଳା ନେତ୍ରୀଙ୍କୁ ଦାୟିତ୍ୱ ମିଳିଛି । ଏହି କ୍ରମରେ ସଇଁତଲା ବ୍ଲକ ଝିଙ୍କିଡୁଙ୍ଗୁରି ପଞ୍ଚାୟତର ସମିତି ସଭ୍ୟା ଗୀତାଞ୍ଜଳି ଖଣ୍ଡଗିରିଙ୍କୁ ବିଜୁ ମହିଳା ଦଳର
Read More...

ଟିଟିଲାଗଡ ସାହିତ୍ୟ ସଂସୃତି ତରଫରୁ ଗଙ୍ଗାଧର ଜୟନ୍ତୀ ପାଳିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସାରସ୍ଵତ ଚେତନାର ବାର୍ତ୍ତାବହ ସାହିତ୍ୟ ସଂସ୍କୃତି, ଟିଟିଲାଗଡ଼ ଆନୁକୂଲ୍ୟରେ ଶୁକ୍ରବାର ସନ୍ଧ୍ୟା ସମୟରେ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳା ଠାରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ସଭାପତି ଜ୍ୟୋତି ପ୍ରକାଶ ଗଡତିଆଙ୍କ ସଭାପତିତ୍ୱରେ
Read More...

ଲଗାଣ ବର୍ଷାରେ ପ୍ରାଥମିକ ବିଦ୍ୟାଳୟର ଛାତ ଭୁଷୁଡ଼ିଲା : ବାରଣ୍ଡାରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ, ମରାମତି ପାଇଁ ଦାବି

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକ୍ ଗୁଗୁରୁମାହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲିମିଣ୍ଡାମାହାରେ ଲଗାଣ ବର୍ଷା ଯୋଗୁଁ ପ୍ରାଥମିକ ବିଦ୍ୟାଳୟର ବାରଣ୍ଡାର ଛାତ ଭୁଷୁଡ଼ି ପଡ଼ିଛି । ଫଳରେ ବିଦ୍ୟାଳୟରେ ପାଠପଢ଼ା ଅସୁବିଧା
Read More...

ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ “ନିଶାମୁକ୍ତ ଓଡିଶା ଅଭିଯାନ” ପାଳିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ନିକଟସ୍ଥ ବୁଡ଼ାଗୁଡା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ କନ୍ଧମାଳ ପୋଲିସ ପ୍ରଶାସନ ତରଫରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ଉପଖଣ୍ଡ ସ୍ଥିତ ଥାନାରୁ ଅତିରିକ୍ତ
Read More...

ଶ୍ରୀ ନୀଳକଣ୍ଠେଶ୍ୱର ଦେବଙ୍କୁ ଲକ୍ଷେ ବେଲପତ୍ର ଅର୍ପଣ କାର୍ଯ୍ୟକ୍ରମର ପୂର୍ଣ୍ଣାହୂତି ଉତ୍ସବ ଅନୁଷ୍ଠିତ

ନୟାଗଡ଼, (କେପିଏନ୍‌ଏସ୍‌) : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ସହରର ଆରାଧ୍ୟ ଶ୍ରୀ ନୀଳକଣ୍ଠେଶ୍ୱର ମହାଦେବଙ୍କ ନିକଟରେ ଲକ୍ଷେ ବେଲପତ୍ର ଲାଗି କାର୍ଯ୍ୟକ୍ରମର ପୂର୍ଣ୍ଣାହୂତି ଉତ୍ସବ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଖଣ୍ଡପଡା ସହରର ବରିଷ୍ଠ ବ୍ରାହ୍ମଣ ସମାଜ ପକ୍ଷରୁ ଗତ ୭ ଦିନ ଧରି
Read More...

ଭୁବନେଶ୍ୱର ସ୍ଥିତ ବାସଭବନରେ ବୃକ୍ଷ ରକ୍ଷାବନ୍ଧନ 🌳

ରାଉରକେଲା, (କେପିଏନ୍‌ଏସ୍‌) : ସରକାରୀ କାର୍ଯ୍ୟ ହେତୁ ଭୁବନେଶ୍ୱରରେ ଥିବା ବେଳେ ବୀରମିତ୍ରପୁର ବିଧାୟକ ରୋହିତ ଯୋସେଫ ତିର୍କୀ ନିଜ ସରକାରୀ ବାସଭବନ ପରିସରରେ ଥିବା ଗଛକୁ ରାକ୍ଷୀ ବାନ୍ଧି ରକ୍ଷା ବନ୍ଧନ ପର୍ବ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ସହ ଯୁବନେତା ସୋମନାଥ
Read More...

ବିଜୁ ଜନତା ଦଳ, ବିଶ୍ରା ବ୍ଲକ ତରଫରୁ ସମ୍ବର୍ଦ୍ଧନା

ରାଉରକେଲା, (କେପିଏନ୍‌ଏସ୍‌) : ବୀରମିତ୍ରପୁର ବିଧାୟକ ରୋହିତ ଯୋଶେଫ ତିର୍କୀଙ୍କୁ ନୂତନ ଦାୟିତ୍ୱ ସଂଖ୍ୟାଲଘୁ ସେଲ୍‌ରେ ରାଜ୍ୟ କାର୍ଯ୍ୟକାରୀ ସଭାପତି ମିଳିବା ପରେ ବିଜୁ ଜନତା ଦଳ, ବିଶ୍ରା ବ୍ଲକ ତରଫରୁ ରାଉରକେଲା ସେକ୍ଟର ୮ କାର୍ଯ୍ୟାଳୟରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହି
Read More...