ଉତ୍ତମ୍ ଗୀତ୍ ସଙ୍ଗୀତର ପ୍ରଣବ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଂଗୀତ ସନ୍ଧ୍ୟା : ବିଭୋର ହେଲେ ଶ୍ରୋତା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ତଥା ପଶ୍ଚିମ ଓଡିଶାର ଅନ୍ୟତମ ଅଗ୍ରଣୀ ସଂଗୀତ ଅନୁଷ୍ଠାନ 'ଉତ୍ତମ୍ ଗୀତ୍ ସଙ୍ଗୀତ' ଆନୁକୂଲ୍ୟରେ ନିକଟ ଅତୀତରେ ଦେହତ୍ୟାଗ କରିଥିବା ଓଡିଆ ସଂଗୀତ ଜଗତର ପ୍ରବାଦ ପୁରୁଷ ସ୍ଵର୍ଗତ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ଉଦ୍ଦେଶ୍ୟରେ
Read More...

ରାଉରକେଲାରେ ଜାତୀୟ କ୍ରୀଡା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାରେ ଜାତୀୟ କ୍ରୀଡା ଦିବସ ପାଳିତ, ୨୫ କ୍ରୀଡାବିତଙ୍କୁ ସମ୍ମାନିତ କଲା ଚନ୍ଦ୍ରଶେଖର କ୍ରୀଡା ସଂଗଠନ ରାଉରକେଲା । ରାଜ୍ୟର ଅଗ୍ରଣୀ କ୍ରୀଡା ସଂଗଠନ ଚନ୍ଦ୍ରଶେଖର କ୍ରୀଡା ସଂଗଠନ ପକ୍ଷରୁ ଜାତୀୟ କ୍ରୀଡା ଦିବସ ବେଶ ଉତ୍ସାହ ସହ ପାଳିତ ହୋଇଯାଇଛି ।
Read More...

ରାଉରକେଲା ସ୍ୱତନ୍ତ୍ର କାରାଗୃହରେ ରାକ୍ଷୀବନ୍ଧନ – ସ୍ନେହ ଓ ମାନବିକତାର ଅନନ୍ୟ ନିଦର୍ଶନ

ରାଉରକେଲା, (ସସ୍ମିତା ପ୍ରଧାନ) : ରକ୍ଷାବନ୍ଧନ କେବଳ ଭାଇ-ଭଉଣୀର ପର୍ବ ନୁହେଁ, ଏହା ସ୍ନେହ, ବିଶ୍ୱାସ, କର୍ତ୍ତବ୍ୟ ଓ ମାନବିକତାର ପବିତ୍ର ବନ୍ଧନ । ଏହି ଭାବନାକୁ ନେଇ ରାଉରକେଲା ସ୍ୱତନ୍ତ୍ର କାରାଗୃହରେ ଏକ ନିଆରା ରକ୍ଷାବନ୍ଧନ ଓ ସତ୍‌ସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂଜ୍ୟ
Read More...

ବିଦ୍ୟାଳୟରେ ବିଶ୍ୱ ସଂସ୍କୃତ ଦିବସ ଓ ଜାତୀୟ କ୍ରୀଡା ଦିବସ ପାଳିତ

କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗାସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ୱ ସଂସ୍କୃତ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି । ସଂସ୍କୃତ ଭାଷାର ଗୌରବମୟ ପରମ୍ପରା, ଐତିହ୍ୟ ଓ ଭାରତୀୟ ଜ୍ଞାନ ପରମ୍ପରାରେ ଏହାର ଅବଦାନ ସମ୍ପର୍କରେ ଛାତ୍ରୀମାନଙ୍କୁ ସଚେତନ
Read More...

ଭୀମଭୋଇ ସାହିତ୍ୟ ସମ୍ମାନ ପାଇଲେ କବି ବୃନ୍ଦାବନ କୁମ୍ଭାର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ସାରସ୍ଵତ ସମାରୋହ ଅବସରରେ ସପ୍ତର୍ଷି ଭୀମଭୋଇ ସାହିତ୍ୟ ସମ୍ମାନ କବି ବୃନ୍ଦାବନ କୁମ୍ଭାର ଲାଭ କରିଛନ୍ତି । ମହିମା ସାହିତ୍ୟ ଓ ଦର୍ଶନର ପ୍ରଚାର ପ୍ରସାର କ୍ଷେତ୍ରକୁ ଆହୁରି ପାଦେ ଆଗେଇ ନେବାରେ କବି
Read More...

ଶଙ୍ଖ ଭବନରେ ବିଜେଡି ନେତ୍ରୀଙ୍କୁ ଭେଟିଲେ ବୀରମିତ୍ରପୁର ବିଧାୟକ

ରାଉରକେଲା, (କେପିଏନ୍‌ଏସ୍‌) : ଭୁବନେଶ୍ୱର ଶଙ୍ଖ ଭବନରେ ବୀରମିତ୍ରପୁର ବିଧାୟକ ରୋହିତ ଜୋସେଫ ତିର୍କୀ। ବିଜେଡି ନେତ୍ରୀ ସୁଜାତା ରାଉତଙ୍କୁ ସାକ୍ଷାତ କରି ବିଭିନ୍ନ ସାଂଗଠନିକ ଓ ରାଜନୈତିକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ବିଧାୟକ । ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ବିଜେଡି ନେତ୍ରୀ
Read More...

ଲାଞ୍ଚୁଆ ସହକାରୀ ସବ୍ ଇନ୍ସପେକ୍ଟର ଓ ସହଯୋଗୀ ଭିଜିଲାନ୍ସ ଦ୍ୱାରା ଗିରଫ

ନଗଦ ୨୦ ହଜାର ଟଙ୍କା ସହ ମାଡିବସିଲା ଭିଜିଲାନ୍ସ ଟିମ୍ ରାଉରକେଲା, (କେପିଏନ୍‌ଏସ୍‌) : ଲହୁଣୀପଡ଼ା ପୋଲିସ ଥାନାର ସହକାରୀ ସବ୍‌ଇନ୍ସପେକ୍ଟର ମଦନ ମୋହନ ପ୍ରଧାନ ଏବଂ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଦକ (ବ୍ୟକ୍ତିଗତ ସହଯୋଗୀ) ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଏକ
Read More...

ବରଗଡ଼ ନାଗରିକ ମଞ୍ଚର ଆହ୍ୱାନରେ ବିଶାଳ ରାଲି ଓ ପ୍ରତିବାଦ ସଭା

ନିଶା ମୁକ୍ତ ଧ୍ୱନିରେ କମ୍ପିଲା ବରଗଡ଼ ସହର ବରଗଡ, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲାରେ ବିପର୍ଯ୍ୟସ୍ତ ଆଇନ-ଶୃଙ୍ଖଳା ପରିସ୍ଥିତି, ବଢ଼ୁଥିବା ଅପରାଧ, ନିଶା ବ୍ୟବସାୟ, ଚୋରି, ଡକାୟତି ଏବଂ ସାଧାରଣ ଲୋକଙ୍କ ସୁରକ୍ଷା ପ୍ରତି ଚିନ୍ତାବ୍ୟକ୍ତ କରି ବରଗଡ଼ ସହରରେ ବିଶାଳ ରାଲି ଓ ପ୍ରତିବାଦ ସଭା
Read More...

କେସିଙ୍ଗା ନଗରରେ ଖାଦ୍ୟ ବିଭାଗ ଅଧିକାରୀଙ୍କ ଦୋକାନ ଉପରେ ଚଢାଉ

କେସିଙ୍ଗା, (ପ୍ରୀତେଶ ପଟେଲ) : ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଆଜି ସହରର ସମସ୍ତ ରେଷ୍ଟୁରାଣ୍ଟ ଓ ହୋଟଲ ଦୋକାନରେ ଚଢାଉ କରାଯାଇଥିଲା । ସେଠାରୁ ରଙ୍ଗମିଶା ଖାଦ୍ୟ, ବାସି ଖାଦ୍ୟ ଠାବ ହୋଇଥିଲା । ଏ ସଂକ୍ରାନ୍ତରେ ଦୋକାନୀଙ୍କୁ ଚେତାବନୀ ଦେବା ସହ ପୁନର୍ବାର ଏଭଳି କଲେ କଡ଼ା
Read More...

୪୨ ବର୍ଷ ପରେ କେସିଙ୍ଗା କୋଣାର୍କ ସୂତାକଳ ଖୋଲିବା ଆଶା

କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗାର ଐତିହାସିକ କୋଣାର୍କ ସୂତାକଳକୁ ନେଇ ପୁଣି ଦେଖାଦେଇଛି ନୂଆ ଆଶା । ଦୀର୍ଘ ୪୨ ବର୍ଷ ଧରି ବନ୍ଦ ପଡ଼ିଥିବା ଏହି ସୂତାକଳର ପୁନରୁଦ୍ଧାର ଦିଗରେ ଆଉ ଏକ ବଡ଼ ପଦକ୍ଷେପ ନିଆଯାଇଛି । ସ୍ଥାନୀୟ ଲୋକଙ୍କ ଦୀର୍ଘଦିନର ଦାବି ଏବଂ ବିଭିନ୍ନ ସଂଗଠନର ପ୍ରୟାସ
Read More...