ଗନ୍ଧମାର୍ଦ୍ଦନ ପର୍ବତକୁ ଏକ ପରିବେଶଗତ ସମ୍ବେଦନଶୀଳ ଅଞ୍ଚଳ (ଇଏସଜେଡ) ଭାବରେ ଘୋଷଣା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକରେ ବିସ୍ତୃତ ଗନ୍ଧମାର୍ଦ୍ଦନ ପର୍ବତ, ଓଡ଼ିଶାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରାକୃତିକ ଭୂଦୃଶ୍ୟ ମଧ୍ୟରୁ ଗୋଟିଏ ଏବଂ ଏହି ଅଞ୍ଚଳର ପରିବେଶଗତ ଐତିହ୍ୟରେ ଏକ ଅପୂରଣୀୟ ସ୍ଥାନ ଅଧିକାର କରିଛି । ପରିବେଶ
Read More...

ନେତ୍ରଭାନୁ ଉଚ୍ଚ ବିଦ୍ୟାଳୟ ଜରାସିଂହାର ହୀରକ ଜୟନ୍ତି ସମାରୋହର ସ୍ମରଣିକା କମିଟିର ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନେତ୍ରଭାନୁ ଉଚ୍ଚବିଦ୍ୟାଳୟ ଜରାସିଂହାର ହୀରକ ଜୟନ୍ତି ଆଗାମୀ ୨୦୨୬ ଜାନୁୟାରୀ ୨୭ ରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ନିର୍ଦ୍ଧାରିତ ହୋଇଛି । ଆଜି ହୀରକ ଜୟନ୍ତୀ ପାଳନ କମିଟିର ସଭାପତି ଲକ୍ଷ୍ମଣ କୁମାର ମେହେରଙ୍କ ସଭାପତିତ୍ୱରେ ଜରାସିଂହାସ୍ଥ
Read More...

କୋମନା ବ୍ଲକରେ “ଜୁହାର” କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ପାଇଁ ସଚେତନତା

ନୂଆପଡା, (କେପିଏନ୍‌ଏସ୍‌) : କୋମନା ବ୍ଲକ ଦର୍ଲିପଡା ପଞ୍ଚାୟତରେ ଏକ ଅଭିନବ କାର୍ଯ୍ୟକ୍ରମ "ଜୁହାର" ମାଧ୍ୟମରେ ପ୍ରଧାନ ମନ୍ତ୍ରୀ ଆବାସ ନିର୍ମାଣ ପାଇଁ ହିତାଧୀକାରୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଛି । ସୂଚନାଯୋଗ୍ୟ ଯେ ଦୀର୍ଘ ଦିନ ଧରି ନିର୍ମାଣ କାର୍ଯ୍ୟାଦେଶ ପାଇଥିଲେ ମଧ୍ୟ
Read More...

ଫାଲଗୁନ ମାସରେ ହେବ ୧୦୦୮ କୁଣ୍ଡୀୟ ବିଶ୍ୱଶାନ୍ତି ମହାଯଜ୍ଞ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆସନ୍ତା ଫାଲ୍ଗୁନ କୃଷ୍ଣପକ୍ଷ ଦ୍ଵିତୀୟା ଠାରୁ ଦଶମୀ ତା- ୨/୨/୨୦୨୬ ଠାରୁ ୧୦/୨/୨୦୨୬ ପର୍ଯ୍ୟନ୍ତ, ଦିଗଶିରା ସ୍ଥିତ ଡାହୁକବୁଡ଼-ତମାମୁରାର ସଙ୍ଗମ ସ୍ଥଳରେ ଅବସ୍ଥିତ ଶ୍ରୀ ବୁଦ୍ଧରାମ ସିଦ୍ଧାଶ୍ରମ ଆନୁକୂଲ୍ୟରେ ଚିତ୍ରକୋଟର ସମ୍ମାନୀୟ ସାଧୁ ମହାରାଜ ଶ୍ରୀ
Read More...

ଦାଦନ ଶ୍ରମିକଙ୍କ ମୃତ୍ୟୁ : ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

ମୁଖ୍ୟ ରାସ୍ତାରେ ଶବ ରଖି ବିରୋଧ କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ଦାଦନ ଶ୍ରମିକଙ୍କ ମୃତଦେହ ଉଦ୍ଧାର । ଶ୍ରମିକଙ୍କ ଶବ ରଖି ରାସ୍ତା ଅବରୋଧ କଲେ ଗ୍ରାମବାସୀ । ପ୍ରକାଶ ଥାଉ କି ଲଖନା ଥାନା ଅଞ୍ଚଳର ବାଞ୍ଛାନିଧି କୈବର୍ତ୍ତ (ମାଖନୁ) (୪୩) ଗତ ସୋମବାର ଦିନ ଦାଦନ ଖଟିଯିବା ପାଇଁ
Read More...

୩୧ ତମ ସର୍ବଭାରତୀୟ ଟି- ଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ

ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ କନଭେଣ୍ଟ ସ୍କୁଲ ଛକ ନିକଟସ୍ଥ ଲେଟକଟ କ୍ଲବ ଆନୁକୂଲ୍ୟରେ ୩୧ ତମ ସର୍ବଭାରତୀୟ ଟି- ଟ୍ୱେଣ୍ଟି ଡ଼ିଉଜ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚଳିତ ମାସ ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଅଛି । ଏହି ଅବସରରେ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ଆୟୋଜିତ
Read More...

ରାଜ କମଲ ହେପି କିଡ଼ସ ସେଣ୍ଟରର ବାର୍ଷିକ ଉତ୍ସବ ପାଳିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ଭଂଜପୁର ସ୍ଥିତ ରାଜ କମଲ ହେପି କିଡ଼ସ ସେଣ୍ଟରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ସତ୍ୟଜିତ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ନଗରପାଳ କୃଷ୍ଣଓନନ୍ଦ
Read More...

ଜିଲ୍ଲାସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ

ଜିଲ୍ଲାସ୍ତରୀୟ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ଜୟନ୍ତୀ : ୨୦୨୫ ପାଳନ ଉପଲକ୍ଷେମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶକ୍ରମେ ମୟୂରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ବାରିପଦାସ୍ଥିତ ଲେଡି ହେମିଲଟନ ସରକାରୀ ଉଚ୍ଚ ବିଦ୍ୟାଳୟ
Read More...

ଡିସେମ୍ବର ୮ ବୋଧି ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : "ବୋଧି ଦିବସ" ହେଉଛି ବୌଦ୍ଧ ଦିବସ ଯାହା ଗୌତମ ବୁଦ୍ଧ (ଶାକ୍ୟମୁନି) ଙ୍କ ଜ୍ଞାନ ପ୍ରାପ୍ତି ହେବାର ଦିନକୁ ମନେ ପକାଇଥାଏ । ପରମ୍ପରା ଅନୁଯାୟୀ, ସିଦ୍ଧାର୍ଥ ସମ୍ପ୍ରତି ବର୍ଷ ବର୍ଷର ଚରମ ତପସ୍ୱୀ ଅଭ୍ୟାସ ପରିତ୍ୟାଗ କରି ଏକ ଅଶ୍ୱତ୍ଥ ଗଛତଳେ ବସି
Read More...

ମହମ୍ମଦ ଅସଲମ ଥିଲେ ଜଣେ ନିର୍ଭିକ ଓ ପରୋପକାରୀ ସାମ୍ବାଦିକ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଯୁବ ସାମ୍ବାଦିକ ମହମ୍ମଦ ଅସଲମଙ୍କ ଚତୁର୍ଥ ସ୍ମୃତି ସମାରୋହ ସ୍ଥାନୀୟ ଅମଲା ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ଯୁବ ସାମ୍ବାଦିକ ମହମ୍ମଦ ଅସଲମଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ ଏବଂ ଦୀପ ଜାଳିବା ପରେ ମୌଲାନା ଇର୍ଫାନ୍ ଶାନ୍ତି ପ୍ରାର୍ଥନା
Read More...