ଟିଟିଲାଗଡ ରେଳ ଷ୍ଟେସନରେ ଅଜଣା ବ୍ୟକ୍ତିଙ୍କ ଟ୍ରେନକୁ ଡେଇଁ ଆତ୍ମହତ୍ୟା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଗୁରୁବାର ସକାଳ ପ୍ରାୟ ୭.୪୦ମିନିଟ୍ ସମୟରେ ଟିଟିଲାଗଡ ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୧ରେ ଜଣେ ଅଜଣା ବ୍ୟକ୍ତି ବୟସପାଖାପାଖି ୩୦ରୁ ୩୫ ବର୍ଷ ହେବ ଗୋଟିଏ ମାଲବାହୀ ଟ୍ରେନ ଆସୁଥିବା ସମୟରେ ଟ୍ରେନ ଲାଇନ୍ ମଝିକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ତେବେ ଏ…
Read More...

ଯକ୍ଷ୍ମା ମୁକ୍ତ ଭାବେ ଗଞ୍ଜାମ ଜିଲ୍ଲା ପ୍ରଥମସ୍ଥାନରେ ଅଛି : ଆଇ.ଆର୍.ଇ.ଏଲ୍. ମୁଖ୍ୟ ସି.ଭି.ଆର୍. ମୂର୍ତ୍ତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଯକ୍ଷ୍ମାମୁକ୍ତ ଜିଲ୍ଲା ଭାବେ ଗଞ୍ଜାମ ଜିଲ୍ଲା ପ୍ରଥମସ୍ଥାନ ଅଧିକାର କରିଛି ବୋଲି ଆଇ.ଆର୍.ଇ.ଏଲ୍. (ଇଣ୍ଡିଆ) ଓସ୍କୋମ୍ ହେଡ୍ ତଥା ଚିଫ୍ ଜେନେରାଲ ମ୍ୟାନେଜର ସି.ଭି.ଆର୍. ମୂର୍ତ୍ତି ମତବ୍ୟକ୍ତ କରିଛନ୍ତି । ଗୁରୁବାର ମଧ୍ୟାହ୍ନରେ ଭାରତୀୟ ବିରଳ…
Read More...

ମାର୍ଚ୍ଚ ୬ରୁ ୮ ତିନି ଦିନ ଧରି ପାଳନ ହେବ ଅନ୍ତର୍ଜାତୀୟ ମହିଳା ଦିବସ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) :ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ମିନି ସମ୍ମିଳନୀ କକ୍ଷରେ ଅନ୍ତର୍ଜାତୀୟ ମହିଳା ଦିବସ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ କ୍ରୀଡା ବିଭାଗ ଦ୍ୱାରା…
Read More...

ଝରଣୀପାଲି ଗ୍ରାମରେ କିଶୋରୀ ମେଳା ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଝରଣୀପାଲି ପଂଚାୟତ କାର୍ଯ୍ୟାଳୟ ଠାରେ ଶିଶୁ ବିକାଶ ପ୍ରକଳ୍ପ ତରଫରୁ କିଶୋରୀ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସିଡିପିଓ ଶୁଭଶ୍ରୀ ମିଶ୍ର ଓ ସମ୍ମାନିତ ଅତିଥି ଭାବେ ଝରଣୀପାଲି ସରପଞ୍ଚ ସୁନିତା ସାହୁ, ଅଙ୍ଗନବାଡି…
Read More...

ବାଲିଗୁଡାରେ ବିଜୁବାବୁଙ୍କ ୧୧୦ତମ ଜୟନ୍ତୀ ପାଳିତ

ଜନସାଧାରଣଙ୍କ ହକ ପାଇଁ ବିଜେଡି ସଦାସର୍ବଦା ଲଢେ଼ଇ ଜାରି ରଖିବ ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀ ସ୍ଥିତ ମହାସିଙ୍ଗ ଠାରେ ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜନ୍ମ ଜୟନ୍ତୀ ଉତ୍ସବ ମହାଆଡମ୍ବର ସହକାରେ…
Read More...

ବିଜୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେଲା ସଚେତନ ନାଗରିକ ମଞ୍ଚ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨ ସ୍ଥିତ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ଠାରେ ରାଉରକେଲା ସଚେତନ ନାଗରିକ ମଞ୍ଚ ତରଫରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ମଞ୍ଚର ସଭାପତି ଇଂ ବିମଳ କୁମାର ବିଶି ଓ ସାଧାରଣ ସମ୍ପାଦକ ପି ପି ରାୟଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…
Read More...

ଏକ ସ୍ଥାୟୀ ଭବିଷ୍ୟତ ପାଇଁ ସ୍ମାର୍ଟ ଇଞ୍ଜିନିୟରିଂ ଆଲୋଚନା ଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ଇନଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଭାରତ), ରାଉରକେଲା ଲୋକାଲ୍ ସେଣ୍ଟର ଦ୍ୱାରା ରାଉରକେଲା ଲୋକାଲ୍ ସେଣ୍ଟର ବିଲ୍ଡିଂ, ଏନ୍ଆଇଟି କ୍ୟାମ୍ପସ, ରାଉରକେଲାରେ "ଏକ ସ୍ଥାୟୀ ଭବିଷ୍ୟତ ପାଇଁ ସ୍ମାର୍ଟ ଇଞ୍ଜିନିୟରିଂ" ଶୀର୍ଷକ ଉପରେ ଅନଲାଇନ୍ ଏବଂ ଅଫ୍ଲାଇନ୍…
Read More...

ରାଣୀବନ୍ଧର ପୁନଃରୁଦ୍ଧାର, ସୌନ୍ଦର୍ଯ୍ୟକରଣ ତଥା ସୁରକ୍ଷା ପାଇଁ ଆନ୍ଦୋଳନର ସଜବାଜ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଣୀବନ୍ଧର ପନଃରୁଦ୍ଧାର, ସୌନ୍ଦର୍ଯ୍ୟକରଣ ତଥା ସୁରକ୍ଷା ପାଇଁ ଆଜି ବଲାଙ୍ଗିର ସହରର ଚାରୋଟି ୱାର୍ଡ ୧୩, ୧୪, ୧୫ ଓ ୧୬ର ଜନସାଧାରଣ ଟିକ୍ରାପଡା ଗାନ୍ଧୀ ପାଠାଗାରର ସମ୍ପାଦକ ତଥା ପୂର୍ବତନ ନଗରପାଳ ପ୍ରଦୀପ ସାହୁଙ୍କ ଆବାହକତ୍ୱରେ ସ୍ଥାନୀୟ ଟିକ୍ରାପଡା…
Read More...

ନିଖିଳ ଓଡିଶା ବିଦ୍ୟୁତ ମଜଦୁର ମହାସଂଘର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନିଖିଳ ଓଡିଶା ବିଦ୍ୟୁତ ମଜଦୁର ମହାସଂଘ ପକ୍ଷରୁ ଟାଟା ପାୱାର ଦ୍ୱାରା ଠିକା ସଂସ୍ଥା ଦାରୁବ୍ରହ୍ମ ପ୍ରାଇଭେଟ ଲିମିଟେଡ ଦ୍ୱାରା କାର୍ଯ୍ୟରତ ଠିକା ଶ୍ରମିକମାନଙ୍କ ବିଭିନ୍ନ ନ୍ୟାର୍ଯ୍ୟ ଦାବି ନେଇ ଶ୍ରମ କମିଶନର ବଲାଙ୍ଗିରଙ୍କ କାର୍ଯ୍ୟାଳୟରେ ତୃତୀୟ…
Read More...

ଯୁବ କଂଗ୍ରେସ ନେତା ସରୋଜ ପଟ୍ଟନାୟକଙ୍କ ଦେହାନ୍ତ

ନଗର କଂଗ୍ରେସ ପକ୍ଷରୁ ସ୍ଥାନୀୟ କଂଗ୍ରେସ ଅଫିସ ଠାରେ ଶୋକସଭା ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ଟିକ୍ରାପଡା ନିବାସୀ ଏବଂ କଂଗ୍ରେସ ଦଳର ଯୁବନେତା ସନୋଜ ପଟ୍ଟନାୟକଙ୍କ ଅକାଳ ଦେହାନ୍ତ ଘଟିଥିବା ଖବର ପ୍ରକାଶ ପାଇବା ପରେ ସମଗ୍ର ଅଂଚଳରେ ଗଭୀର ଶୋକର ଛାୟା ଖେଳିଯାଇଥିଲା ।…
Read More...