କୁଖ୍ୟାତ ଚୋର ଗ୍ୟାଙ୍ଗ ଠାବ : ୪ ଗିରଫ

ବନ୍ଧୁକ, ଛୁରୀ, ବୁଲେଟ୍‌ ସହ ନଗଦ ଟଙ୍କା ଜବତ ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ଦୋକାନ ଚୋରି, ଗାଡ଼ି ଚୋରି, ସୁନାଗହଣା ଲୁଟ୍‌ ଏବଂ ଗାଡ଼ିର ଡିକି ଭାଙ୍ଗି ଟଙ୍କା ଲୁଟ୍‌ ଭଳି ଘଟଣା
Read More...

ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଙ୍ଘର ନୂତନ କର୍ମକର୍ତ୍ତା ଚୟନ

ହରି ନାରାୟଣ ସଭାପତି, ଦୀପକ ସମ୍ପାଦକ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ଦ୍ୱିବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଙ୍ଘ ସଭାପତି ଶିବ ପ୍ରସାଦ ପରିଡ଼ାଙ୍କ ସଭାପତିତ୍ୱରେ
Read More...

ମୁରିବାହାଲ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟରେ ମାନସିକ ସ୍ୱାସ୍ଥ୍ୟ ସଚେତନତା ଓ ଚାପ ପ୍ରଶମନ କର୍ମଶାଳା ଅନୁଷ୍ଠିତ

​ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା​ ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟଠାରେ ଶନିବାର ଛାତ୍ରଛାତ୍ରୀମାନଙ୍କ ମାନସିକ ସ୍ୱାସ୍ଥ୍ୟକୁ ସୁଦୃଢ଼ କରିବା, ପରୀକ୍ଷା ଓ ପାଠପଢ଼ା ଜନିତ ଚାପ ଦୂରୀକରଣ ଲକ୍ଷ୍ୟରେ "ମାନସିକ
Read More...

ପୂର୍ବତନ ବିଧାୟକ ସ୍ୱର୍ଗତ ସତ୍ୟଭୂଷଣ ସାହୁଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ସଭା

ବିକାଶ ଓ ଜନସେବାର ଅମ୍ଲାନ ଛାପ ଛାଡ଼ିଗଲେ ସତ୍ୟବାବୁ ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସ୍ୱର୍ଗତ ସତ୍ୟଭୂଷଣ ସାହୁଙ୍କ ଏକାଦଶାହ ଅବସରରେ ଶନିବାର ତାଙ୍କ ପୈତୃକ ଗାଁ ମାଣ୍ଡୋସିଲରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା
Read More...

ଐତିହାସିକ ସୁଦାମଙ୍କ ଘରେ ପୂର୍ବତନ ଜିଲ୍ଲାପାଳ ତଥା ସୂ-ସାହିତ୍ୟିକ ଡ଼. ନୃପରାଜ ସାହୁ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଘୋର ଆର୍ଥିକ ଅନାଟନ ଅସୁବିଧା ସତ୍ତ୍ବେ ମଧ୍ୟ କମ ବୟସରୁ ଖୁବ୍ ସଂଘର୍ଷ କରି ନିଜର ସାରସ୍ୱତ ପ୍ରତିଭାକୁ ଜାଗ୍ରତ କରି ରଖିଥିବା ସୋନପୁରର କଳା ସଂସ୍କୃତି ପ୍ରେମୀ, ଗବେଷକ, ଐତିହାସିକ ତଥା ବାଗ୍ମୀ ସୁଦାମ ନାଏକଙ୍କ ସୋନପୁର ଘୋଡ଼ାଘାଟପଡା ଅସ୍ଥାୟୀ
Read More...

ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ : ଫାଇନାଲ ଲାଇନ ଅପ ଚୂଡାନ୍ତ

ପୁରୁଷ ସିଙ୍ଗଲସ ଫାଇନାଲରେ ଅଂଶ ନେଗୀ ଓ ଦିବ୍ୟମ କେଜ୍ରିୱାଲଙ୍କ ମଧ୍ୟରେ ମୁକାବିଲାଜୁନିଅର ବାଳିକା ଫାଇନାଲରେ ନିମିଶା ଓଝା ଓ ସ୍ଵାତି ନାୟକମହିଳା ସିଙ୍ଗଲ ଫାଇନାଲ ମନୀଷା ତୀର୍କୀ ଓ ଇସିତା ବିଶ୍ୱାସଙ୍କ ମଧ୍ୟରେ ମୁକାବିଲା ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ପୋଖରୀପୁଟ ଇଣ୍ଡୋର
Read More...

ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରତ୍ୟାହାର ଦାବିରେ ଏଆଇଏସ୍‌ଇସି ପକ୍ଷରୁ ଦାବିପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ତୁରନ୍ତ ପ୍ରତ୍ୟାହାର ଦାବି ନେଇ ସାରା ଭାରତ ଶିକ୍ଷା ବଞ୍ଚାଅ କମିଟି ବଲାଙ୍ଗିର ଜିଲ୍ଲା ପକ୍ଷରୁ ଗତ ୩୦ ଅଗଷ୍ଟରେ ଏକ କନଭେନସନ୍ ସ୍ଥାନୀୟ ଯାଦବ ଭବନରେ ଅନୁଷ୍ଠିତ ହୋଇଥିଲା । କନଭେନସନ୍‌ର ନିଷ୍ପତ୍ତିକୁ ଭିତ୍ତି କରି ଆଜି
Read More...

ତୁରେକେଲା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଲକ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟରେ ପବିତ୍ର ଗୁରୁ ଦିବସ ଧୁମଧାମରେ ପାଳିତ ହୋଇଯାଇଛି । ହିଆଲ ଆଞ୍ଚଳିକ ସାଧନକେନ୍ଦ୍ର ଅଧୀନରେ ଥିବା ଷୋହଳଗୋଟି ବିଦ୍ୟାଳୟରେ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ
Read More...

ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିରରେ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଡିଆଟନ ଗ୍ରାମରେ ଥିବା ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର ବିଦ୍ୟାଳୟରେ ପବିତ୍ର ଗୁରୁ ଦିବସ ଅବସରରେ ଗୁରୁ ପୂଜନ କାର୍ଯ୍ୟକ୍ରମ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରୁନାଲତା ପଟ୍ଟାୟତଙ୍କ
Read More...

ବଲାଙ୍ଗିର ପୌରାଧ୍ୟକ୍ଷା ଓ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଗାନ୍ଧି ପାଠାଗାର ତରଫରୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପୌର ପରିଷଦର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ପୌର ପରିଷଦର ସୁପରିଚାଳନା ପାଇଁ ରାଜ୍ୟସ୍ତରରେ ବଲାଙ୍ଗିର ପୌର ପରିଷଦକୁ ମିଳିଛି ସମ୍ମାନ । ଏହି ସଫଳତା ପାଇଁ ପୌରାଧ୍ୟକ୍ଷା ଲିକା ସାହୁଙ୍କୁ ରାଜ୍ୟସ୍ତରରେ ପୁରସ୍କୃତ କରାଯାଇଛି । ଏହି ଉପଲକ୍ଷେ
Read More...