ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଚଣ୍ଡିଖୋଲ : ଶଗଡ଼ିଆ ନାଳରୁ ଉଦ୍ଧାର ହେଲା କଲେଜ ଛାତ୍ରଙ୍କ ମୃତଦେହ । ମୃତକ ଜଣକ ଅଭୟପୁର ଗ୍ରାମର ରୁଦ୍ର ପ୍ରସାଦ ବେହେରା ବୋଲି ଜଣାପଡ଼ିଛି । ସୂଚନାନୁଯାୟୀ, ରୁଦ୍ର ୨ ଦିନ ତଳେ ନିଖୋଜ ହୋଇଥିଲେ । ଏନେଇ ପରିବାର ଲୋକେ ପୁଅକୁ ଖୋଜାଖୋଜି କରିବା ପରେ ନପାଇବାରୁ ନିରାଶ ହୋଇ ଧର୍ମଶାଳା…
Read More...

ପ୍ରଦୀପ ଚାନ୍ଦଙ୍କ ବିୟୋଗରେ ଚାନ୍ଦ ରଥଯାତ୍ରା କମିଟିର ଶୋକସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚାନ୍ଦ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ପ୍ରଦୀପ କୁମାର ଚାନ୍ଦଙ୍କ ଅକାଳ ବିୟୋଗରେ ଚାନ୍ଦ ମନ୍ଦିର ରଥଯାତ୍ରା ପାଳନ କମିଟି ସଦସ୍ୟମାନଙ୍କ ଏକ ଶୋକସଭା ଗତ କାଲି ସଂଧ୍ୟା ୭ ଟାରେ ମନ୍ଦିର ପ୍ରାଙ୍ଗଣରେ ସୁଧୀର କୁମାର ତ୍ରୀପାଠୀଙ୍କ ଆବାହକତ୍ଵରେ ଅନୁଷ୍ଟିତ…
Read More...

ଇନ୍ନର ହୁଇଲ୍‌ର ଗୁରୁପୂଜା

ରାଉରକେଲା, (ସସ୍ମିତା ପ୍ରଧାନ) : ମଣିଷ ଜୀବନରେ ଶିକ୍ଷକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଥାନ୍ତି । ଶିକ୍ଷକ ମାନଙ୍କୁ ଗୌରବ ଦେଲେ ଜାତି ଗୌରାବାନ୍ୱିତ ହୁଏ । ଏହି ପରିପ୍ରେକ୍ଷୀରେ ଇନ୍ନର ହୁଇଲ୍‌ କ୍ଲବ୍ ଅଫ୍ ରିଭର୍‌ ସାଇଡ୍ ତରଫରୁ ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ଠାରେ…
Read More...

‘ଗୁରୁଶ୍ରୀ ସମ୍ମାନ’ରେ ସମ୍ମାନିତ ହେଲେ ପ୍ରବକ୍ତା ତଥା ସମାଜସେବୀ ମାଷ୍ଟରରାଜ ରାଜେନ୍ଦ୍ର ପ୍ରସାଦ ପଣ୍ଡା

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶା କଲ୍‌ଚର୍ ଆର୍ଟ ଏକାଡେମୀ ଓ ସଙ୍ଗୀତ ମୂର୍ଚ୍ଛନା କଳା ସଂସ୍କୃତି ପାଇଁ ସମୟତ ବ୍ୟକ୍ତିତ୍ୱମାଳଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଏକ ଗୁରୁପୂଜନ ଉତ୍ସଭ ୨୦୨୪ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଓଡ଼ିଶା କଲ୍‌ଚର୍ ଆର୍ଟ ଏକାଡେମୀ ଓ ସଙ୍ଗୀତ…
Read More...

ପୁରେନାରେ ଗୁରୁ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପୁରେନା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପୁରେନା ପରିସର ମଧ୍ୟରେ ପ୍ରଧାନ ଶିକ୍ଷକ ରେଣୁଧର ସାହୁଙ୍କ ସଭାପତିତ୍ୱରେ ଗୁରୁ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଶିକ୍ଷକ ପ୍ରମୋଦ ନାଥ । ସର୍ବ ପ୍ରଥମେ ଡ. ସର୍ବପଲ୍ଲୀ…
Read More...

କପା ବାଡ଼ିରୁ ଏକ ମାଈ ହାତୀର ମୃତଦେହ ଠାବ

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ଗୁଣୁପୁର ବନାଞ୍ଚଳ ଚିମ୍ପାପୁରର ଏକ କପା ବାଡ଼ିରୁ ଗତକାଲି ବିଳମ୍ବିତ ରାତ୍ରିରେ ଏକ ମାଈ ହାତୀର ମୃତଦେହ ଠାବ କରାଯାଇଛି । ନିକଟରେ ଥିବା ବିଦ୍ୟୁତ୍‌ ପୋଲକୁ ହାତୀଟି ଭାଙ୍ଗିବା ପାଇଁ ଚେଷ୍ଟା କରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ହାତୀର…
Read More...

ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲ ବ୍ଲକ ଗଁରେଇ ଡ.ବି. ଆର୍‌. ଆମ୍ବେଦକର ଉଚ୍ଚ ବିଦ୍ୟାଳୟଠାରେ ବୁଧବାର ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ନୂତନ ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ବିଦ୍ୟାଧର ବାଗଙ୍କ ସଭାପତିତ୍ୱରେ ଅବସର ଗ୍ରହଣ କରିଥିବା…
Read More...

କେସିଙ୍ଗା ବ୍ଲକର ୩ ଖଣ୍ଡ ଗାଁରେ ନୂଆଁଖାଇ ପାଳିତ

କେସିଙ୍ଗା, (ପ୍ରୀତେଶ ପଟେଲ) : ପଶ୍ଚିମ ଓଡିଶାର ମହାନ୍ ଗଣପର୍ବ ନୂଆଁଖାଇ ଚଳିତ ବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ଆଗୁଆ ଭାବେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ପଥର୍ଲା, ବହାଦୁରପଦର ଓ ପଲକାପଡା ଗ୍ରାମରେ ବେଶ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି । ସର୍ବପ୍ରଥମେ…
Read More...

ମୁରିବାହାଲ ପଞ୍ଚାୟତି ଉଚ୍ଚ ବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ଅବସରରେ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ପଞ୍ଚାୟତି ଉଚ୍ଚ ବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ବିରାଟ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ…
Read More...

ବିଲକୁ କାମ କରିବାକୁ ଯାଇ ଯୁବକଙ୍କ ମୃତ୍ୟୁ

ବୌଦ୍ଧ, (କେପିଏନ୍‌ଏସ୍‌) : ଏମିତି ବି ମୃତ୍ୟୁ ଆସେ । କାହାର କେତେବେଳେ କେଉଁଠି ଜୀବନ ଯିବ କେହି ଜାଣିପାରନ୍ତି ନାହିଁ । କିଏ ମେଡିକାଲରେ ତ' କିଏ ଘରେ ଜୀବନ ହରାନ୍ତି । ଜଣେ ଚାଷୀ ନିଜ ବିଲକୁ କାମ କରିବାକୁ ଯାଇ ଜୀବନ ହାରିଥିବା ଭଳି ଦୁଖଃଦ ଖବର ସାମ୍ନାକୁ ଆସିଛି । ଘଟଣାଟି ଘଟିଛି…
Read More...