ଅଭିଯୋଗର ୨ ଦିନ ଭିତରେ ଲୁଟ୍‌ର ପର୍ଦାଫାଶ କଲା ଲାଠୋର ପୋଲିସ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଗତ ୧ ତାରିଖ ରବିବାର ଦିନ ମଧ୍ୟାହ୍ନ ସମୟରେ ଲାଠୋରରୁ ବୁଢାଛାପର ଯିବା ରାସ୍ତାରେ ବନ୍ଧୁକ ଦେଖାଇ ସ୍ପଷ୍ଟ ଦିବାଲୋକରେ ୬୦୦୦ ଟଙ୍କା ଲୁଟ୍ ଘଟଣାରେ ଆଜି ପୋଲିସ ସମ୍ପୃକ୍ତ ୩ ଜଣ ଅପରାଧୀଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ ବଲାଙ୍ଗିର ଜିଲ୍ଲା ଲାଠୋର ଥାନା…
Read More...

ନୂଆଖାଇ ପାଇଁ ନୃସିଂହନାଥ ପୀଠକୁ ଝିଟିକିରୁ ଆସିଲା ସାଲିଆନା ଭାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଝିଟିକି ଗ୍ରାମରୁ ପ୍ରତି ବର୍ଷ ପରି ଚଳିତ ବର୍ଷ ନୁଆଁଖାଇ ପାଇଁ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିରକୁ ଆସିଲା ସାଲିଆନା ଭାର । ଝିଟିକି ଗ୍ରାମର ଚାଷୀମାନଙ୍କ ସହ ସମଗ୍ର ଗ୍ରାମବାସୀ ପ୍ରାୟ…
Read More...

ବଲାଙ୍ଗିର ଅନୁସୂଚିତ ଜନଜାତି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରତିବାଦ ସଭା ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବଲାଙ୍ଗିର ଅନୁସୂଚିତ ଜନଜାତି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଥିବା ଦେଖିବାକୁ ମିଳିଛି । ଅନୁସୂଚିତ ଜାତି-ଜନଜାତିଙ୍କ ସଂରକ୍ଷଣ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା…
Read More...

କଇଁଛ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ : ୪ ଗିରଫ

ମାଲକାନଗିରି : ସାର ଗାଡ଼ିରେ କଇଁଛ ଚାଲାଣ ହେଉଥିବା ବେଳେ ଜବତ କଲା ମାଲକାନଗିରି ବନବିଭାଗ । ଆନ୍ଧ୍ରପ୍ରଦେଶରୁ ମୋଟୁ ସୀମାନ୍ତ ଦେଇ ଏହି ସବୁ କଇଁଛ ମାଲକାନଗିରି ଚାଲାଣ ହେଉଥିବା ବେଳେ ମୋଟୁ ବନ ଅଧିକାରୀ ୫ ଶହ କଇଁଛ ଜବତ କରିଛି । କଇଁଛ ଚୋରା ଚାଲାଣ ସମ୍ପର୍କରେ ସୂଚନା ପାଇବା ପରେ ବନ…
Read More...

ସ୍ଥାୟୀ ନିଯୁକ୍ତି ଦାବୀ ସପ୍ତାହ ବ୍ୟାପୀ ଯାଇଥିବା ବେଳେ ଗଣଧାରଣା ଉଗ୍ର ରୂପ ଧାରଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରୁ ମାତ୍ର ୬ କିମି ଦୂରରେ ରହିଛି, ଗୋପାଳପୁର ପୋର୍ଟ ଏବଂ ଏଠାରୁ ଆଉ ୨ କିମି ଦୂରରେ ରହିଛି ଆଇ.ଆର୍.ଇ.ଏଲ୍ (ଇଣ୍ଡିଆ) ଯାହା ଭାରତ ସରକାରଙ୍କ ଏକ ପ୍ରତିଷ୍ଠାନ ଗଢିଉଠିଛି । ହେଲେ ଏହି ୨ ପ୍ରତିଷ୍ଠାନରେ…
Read More...

ପୁତୁରା ନେଇଗଲା ମାଁ ଭଳି ପିଉସୀର ଜୀବନ

ବେତନଟୀ : ବେତନଟୀ ଥାନା ଦହିକୋଟି ଗ୍ରାମରେ ଆଜି ଅପରାହ୍ନରେ ଘଟିଯାଇଛି ଲୋମହର୍ଷଣକାରୀ ହତ୍ୟାକାଣ୍ଡ । ଏଭଳି ଲୋମହର୍ଷଣକାରୀ ହାତ୍ୟାକାଣ୍ଡକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ମୃତ ମହିଳା ଜଣକ ହେଉଛନ୍ତି ଗ୍ରାମର ସ୍ୱର୍ଗତ ପଙ୍କଜ କୁମାର ମିଶ୍ରଙ୍କ ଭଉଣୀ ଚାରୁଲତା ମିଶ୍ର (୬୪) ।…
Read More...

ଅନୁସୂଚିତ ଜାତି ଓ ଜନଜାତି ବର୍ଗ ଜିଲ୍ଲାପାଳ ଅଫିସ ସାମ୍ନାରେ ଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାପାଳ ଅଫିସ ସାମ୍ନାରେ ଏସ୍‌ସି ଏସ୍‌ଟି ସମାଜର ହଜାର ହଜାର ଲୋକ ୧ ଅଗଷ୍ଟ ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ପାରିତ କରାଯାଇଥିବା ଏସ୍‌ସିଏସ୍‌ଟି ସଂରକ୍ଷଣ ଉପରେ ରାୟ ବିରୁଦ୍ଧରେ ଏକ ପ୍ରତିବାଦ ସଭା ଆୟୋଜନ କରିଥିଲେ ଏବଂ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ…
Read More...

ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ସିନିୟର ନକ୍‌ ଆଉଟ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର ୧୧ରୁ ଭାଗ ନେବେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ୍‌ ବଲାଙ୍ଗିର ଠାରେ ଆଜି କ୍ରୀଡା ସଂସଦ ନକ୍‌ ଆଉଟ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚୁଡାନ୍ତ ପ୍ରସ୍ତୁତି ବୈଠକ ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ସଂସଦର ସାଧାରଣ ସଂପାଦକ ହରି…
Read More...

ୟୁକୋ ବ୍ୟାଙ୍କରେ ନକଲି ସୁନା ଋଣ ଦୁର୍ନୀତି : ନକଲି ଅଳଙ୍କାର ରଖି ୫୫ ଲକ୍ଷ ଟଙ୍କା ଆତ୍ମସାତ୍, ଉଚ୍ଚ ସ୍ତରୀୟ ତଦନ୍ତ…

ବାଲିଗୁଡା : (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ୟୁକୋ ବ୍ୟାଙ୍କରେ ବଡ଼ଧରଣର ସୁନା ଋଣ ଦୁର୍ନୀତି ପଦାକୁ ଆସିଛି । ବ୍ୟାଙ୍କରେ ସୁନା ଆପ୍ରାଇଜର୍‌ ଭାବେ କାମ କରୁଥିବା ଜଣେ ବ୍ୟକ୍ତି ବ୍ୟାଙ୍କରେ ନକଲି ସୁନା ବନ୍ଧକ ରଖି ପ୍ରାୟ ୫୫ ଲକ୍ଷ ଟଙ୍କା ଋଣ ନେଇଥିବା…
Read More...

ବାଲିଗୁଡ଼ାରେ ଘରୋଇ ଚକ୍ଷୁ ଡାକ୍ତରଖାନାର ଉଦ୍‌ଘାଟନ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଖୋଲିଲା ଘରୋଇ ଚକ୍ଷୁ ଡାକ୍ତରଖାନା "ଦାଶ ଚକ୍ଷୁ ଚିକିତ୍ସାଳୟ" । ଜିଲ୍ଲା ଭାରପ୍ରାପ୍ତ ଚିକିତ୍ସାଧିକାରୀ ବିଜୟ କୁମାର ପଣ୍ଡା ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ରିବନ କାଟି ଚକ୍ଷୁ ଚିକିତ୍ସାଳୟର ଶୁଭ…
Read More...