ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁର ଠାରେ ଗୁରୁ ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ବିଦ୍ୟା ମନ୍ଦିରରେ କୋଷାଧ୍ୟକ୍ଷ ଘନଶ୍ୟାମ ପୁଞ୍ଜି ଦୀପ ପ୍ରଜ୍ୱଳନ ପୂର୍ବକ ଗୁରୁ ଦିବସ ବିଷୟରେ ମାର୍ଗଦର୍ଶନ କରିଥିଲେ । ଏହି ଉତ୍ସବରେ ଅନ୍ୟତମ…
Read More...

ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ମହାମହିମ ଲରେନ୍ସ ୱଙ୍ଗଙ୍କୁ ସାକ୍ଷାତ କରିଛନ୍ତି । ସଂସଦ ଭବନରେ ପ୍ରଧାନମନ୍ତ୍ରୀ ଓଙ୍ଗ ତାଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରିଥିଲେ । ଏହି ଆଲୋଚନାରେ ଉଭୟ ନେତା ଭାରତ-ସିଙ୍ଗାପୁର…
Read More...

ସାଂସଦ ପ୍ରଦୀପ ପୁରୋହିତଙ୍କୁ ନାଗରିକ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ପ୍ରାୟ ୩ ପିଢ଼ିର ସ୍ୱପ୍ନ, ସ୍ୱାଧୀନତାର ୭୫ ବର୍ଷ ପରେ ଆଜି ପୂରଣ ହେବାକୁ ଯାଉଛି । ଏହାର ଶ୍ରେୟ ଦେଇ ବୋଡାସମ୍ବର ମାଟିର ସୁଯୋଗ୍ୟ ସନ୍ତାନ ତଥା ସାଂସଦ ପ୍ରଦୀପ ପୁରୋହିତଙ୍କୁ ଶ୍ରେୟ ଦେଉଛନ୍ତି ଲୋକେ । ଗତ କିଛି ଦିନ ପୂର୍ବରୁ କେନ୍ଦ୍ର ସରକାରଙ୍କ…
Read More...

ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଶ୍ରୀରାମନଗରରେ ଅବସ୍ଥାପିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ଗୁରୁ ଦିବସ ବର୍ଣ୍ଣାଢ଼୍ୟ ସମାରୋହରେ ଅତି ଉତ୍ସାହର ସହିତ ପାଳନ ହେଇଯାଇଛି । ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଉମାକାନ୍ତ ମିଶ୍ର ଯୋଗଦେଇ…
Read More...

ଜଙ୍ଗଲରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର : ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ ଆରମ୍ଭ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅଧୀନ ବଡ଼ମାଳ ଫାଣ୍ଡି ଅଞ୍ଚଳର କାଳଖୁଟ ସଂରକ୍ଷିତ ଜଙ୍ଗଲ ପରିସରରୁ ନିଖୋଜ ଯୁବକର ମୃତଦେହ ଏକ ଗଛରୁ ଝୁଲନ୍ତା ଅବସ୍ଥା ପୋଲିସ ଉଦ୍ଧାର କରିଛି । ଏନେଇ ସଇଁତଲା ଥାନା କେସ୍‌ ନଂ ୧୦/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ…
Read More...

୨ ଆନ୍ତର୍ଜାତୀୟ ଖେଳାଳିଙ୍କୁ ନିଜ ଗାଁ କାଶୀପୁର ମାଟିରେ ସ୍ୱାଗତ ସମ୍ବର୍ଦ୍ଧନା

ରାୟଗଡା, (କେପିଏନ୍‌ଏସ୍‌) : ରାୟଗଡା ଜିଲ୍ଲା କାଶୀପୁର ସଦର ମହକୁମା ଠାରେ ସ୍ଥାନୀୟ ମାଟିର ୨ ଯୁବକ ଆନ୍ତର୍ଜାତୀୟ କବାଡି ଖେଳରେ ଦେଶ ପାଇଁ ସୁନାମ ଅର୍ଜନ କରିଥିବାରୁ ବିଭିନ୍ନ ଗୋଷ୍ଠୀ ପକ୍ଷରୁ ବହୁ ଆଡମ୍ବର ସହକାରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏକଦା କାଶୀପୁର…
Read More...

ନ୍ୟାୟ ପାଇବା ପାଇଁ ଶ୍ୱଶୁର ଘର ଆଗରେ ବିଧବା ବୋହୁର ଧାରଣା

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଅବସରପ୍ରାପ୍ତ ଶିକ୍ଷକ କାମରାଜୂ ସ୍ୱାଇଁଙ୍କ ଘର ଆଗରେ ୨ ଦିନ ଧରି ନ୍ୟାୟ ଦାବି କରି ଘର ଆଗରେ ଧାରଣାରେ ବସିଛନ୍ତି ବିଧବା ବୋହୁ ଚିତ୍ରଲେଖା ସ୍ୱାଇଁ । ଚିତ୍ରଲେଖାଙ୍କ ସ୍ୱାମୀ ଭାସ୍କର ସ୍ୱାଇଁ ଗତ ୨୦୧୧ ମସିହାରେ ମୃତ୍ୟୁବରଣ କରିଥିଲେ । ଏହାର କିଛି…
Read More...

ସାପ କାମୁଡ଼ାରେ ଟୁପାଉଡାର ପଞ୍ଚାୟତର ପ୍ରଥମ ସରପଞ୍ଚ ରାମଚନ୍ଦ୍ର ମିଶ୍ରଙ୍କ ଅକାଳ ବିୟୋଗ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଟୁପାଉଡାର ପଞ୍ଚାୟତର ପ୍ରଥମ ସରପଞ୍ଚ ତଥା ସୁକୁନାଭଟା ଗ୍ରାମର ରାମଚନ୍ଦ୍ର ମିଶ୍ର (୫୫)ଙ୍କ ବୁଧବାର ସାପ କାମୁଡ଼ାରେ ଅକାଳ ବିୟୋଗ ହୋଇଯାଇଛି । ସୂଚନା ମୁତାବକ ବୁଧବାର ଦିନ ୧୧ଟା ସମୟରେ ସେ ବାଡ଼ିରେ ଥିବା…
Read More...

ନୂଆଦିଲ୍ଲୀରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଓ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଭାରତ ସରକାର, ତ୍ରିପୁରା…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଶାନ୍ତିପୂର୍ଣ୍ଣ, ସମୃଦ୍ଧ ଏବଂ ଉଗ୍ରବାଦ ମୁକ୍ତ ଉତ୍ତର-ପୂର୍ବାଞ୍ଚଳ ଲକ୍ଷ୍ୟ ପୂରଣ ଦିଗରେ ଏହି ବୁଝାମଣା ଏକ ମାଇଲଖୁଣ୍ଟମୋଦୀ ସରକାରଙ୍କ ଉପରେ ବିଶ୍ୱାସ ପ୍ରକଟ କରି ରାଜ୍ୟରେ ୩୫ବର୍ଷ ଧରି ଚାଲିଥିବା ସଂଘର୍ଷର ସମାପ୍ତି ଘଟାଇ ତ୍ରିପୁରାର ବିକାଶ…
Read More...

କୃଷି-ଆର୍ଥିକ ଗବେଷଣା କେନ୍ଦ୍ର (ଏଇଆର୍‌ସି), ସର୍ଦ୍ଦାର ପଟେଲ ବିଶ୍ୱବିଦ୍ୟାଳୟ, ବଲ୍ଲଭ ବିଦ୍ୟାନଗର, ଗୁଜରାଟର…

ନବସୃଜନ, ସହନଶୀଳତା ଓ ବିକାଶର ଏକ ମଡେଲ ଭାବେ ଗତ ୨୪ ବର୍ଷ ମଧ୍ୟରେ ଗୁଜରାଟର ରୂପାନ୍ତରଣ ବିଷୟରେ ଆଲୋକପାତ କଲେ ଡକ୍ଟର ପି.କେ ମିଶ୍ରଗୁଜରାଟ ଜୀବିକା ଭିତ୍ତିକ ଅର୍ଥବ୍ୟବସ୍ଥାରୁ ଏକ ବିବିଧ ଏବଂ ବଜାର ଭିତ୍ତିକ କୃଷି କ୍ଷେତ୍ର ବିକଶିତ କରି ଭାରତର ଅନ୍ୟ ରାଜ୍ୟମାନଙ୍କ ପାଇଁ ଏକ ଉଦାହରଣ…
Read More...