ଦୁର୍ଗ ଠାରେ ଆୟୋଜିତ ସିବିଏସ୍‌ଇ ଦ୍ଵିତୀୟ କ୍ଲଷ୍ଟର କବାଡି ଖେଳରେ ଟିଟିଲାଗଡ଼ ପ୍ରଭାବତୀ ପବ୍ଲିକ ସ୍କୁଲ ହେଲା…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସିବିଏସ୍‌ଇ ଦ୍ଵିତୀୟ କ୍ଲଷ୍ଟରସ୍ତରୀୟ କବାଡି ଚାମ୍ପିଅନ୍‌ସିପ୍‌ ଦୁର୍ଗ ମଦରର୍ସ ପ୍ରାଇଡ ସ୍କୁଲ ଠାରେ ୨୨ ତାରିଖରୁ ୨୬ ସେପ୍ଟେମ୍ବର ଯାଏଁ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଟିଟିଲାଗଡ଼ ପ୍ରଭାବତୀ ପବ୍ଲିକ ସ୍କୁଲ ଚାମ୍ପିଅନ୍‌ ହୋଇ ଜାତୀୟ…
Read More...

କଲମପୁର କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟିକ ଅଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଥିଲେ…
Read More...

୧୦ ଦଫା ଦାବି ପୂରଣ ନେଇ ଟିଟିଲାଗଡ଼ରେ ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସରକାରୀ ଡାକ୍ତରଖାନା ସମ୍ମୁଖରେ କାର୍ଯ୍ୟରତ ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ ଡ଼ାକରା । ନର୍ସମାନେ ତାଙ୍କର ଦାବି ପୂରଣ ନ ହେଲା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଧମକ ଦେବା ସହ ଯଦି ଏହି ସମୟରେ କୌଣସି ରୋଗୀର କିଛି ଅସୁବିଧା ହୁଏ ସେଥିପାଇଁ…
Read More...

ତୃତୀୟ ଦିନରେ ନର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

ବରଗଡ, (ନିରୋଜ କୁମାର ପାଣୀ) : ଜିଦ୍‌ରେ ଅଟଳ ରହିଲେ ଆନ୍ଦୋଳନରତ ନର୍ସିଙ୍ଗ କର୍ମଚାରୀ । ନା ପ୍ରସାଶନକୁ ଖାତିର କଲେ ନା ସରକାରଙ୍କୁ । ପୂର୍ବରୁ ଦେଇଥିବା ଚେତାବନୀ ମୁତାବକ ଆନ୍ଦୋଳନ ପୂରଣ ନହେଲେ ସିରିଞ୍ଜ ଛାଡ଼ ଆନ୍ଦୋଳନ କରିବେ ଶେଷରେ ସେଇଆ ହେଲା ଆଜି ତୃତୀୟ ଦିନ ବିତିଯାଇଥିଲେ ସୁଦ୍ଧା…
Read More...

ତମାମୁରା ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ତମାମୁରା କ୍ଲଷ୍ଟରର ସ୍ଥାନୀୟ ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ହୋଇଯାଇଛି । ତମାମୁରା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସଲିଲ ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଉତ୍ସବକୁ ତମାମୁରା…
Read More...

ପଦ୍ମପୁର ଡାକ୍ତରଖାନାରେ ସିସିଟିଭିର ଅବ୍ୟବସ୍ଥା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ଏ ଅଂଚଳର ମୁଖ୍ୟ ଚିକିତ୍ସାକେନ୍ଦ୍ର ଅଟେ । ଏହି ଡାକ୍ତରଖାନାକୁ ପାଇକମାଲ, ଝାରବନ୍ଧ ତଥା ଉପାନ୍ତ ଅଂଚଳ ଛତିଶଗଡ ଠାରୁ ଚିକିତ୍ସା ନିମନ୍ତେ ଲୋକେ ଆସିଥାନ୍ତି । ଏହି ଡାକ୍ତରଖାନାରେ ଉପଯୁକ୍ତ ପରିମାଣରେ ଡାକ୍ତର ଏବଂ…
Read More...

ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଦହିଗାଁ ସ୍ଥିତ ଦହିଗାଁ ଉଚ୍ଚ ବିଦ୍ୟାଳୟରେ ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ସୁରଭି ୨୦୨୪ ଅନୁଷ୍ଠିତ ହୋଇଯାଇଛି । ସିଆର୍‌ସିସି ସଞ୍ଜୟ କୁମାର ପଟେଲଙ୍କ ସଂଯୋଜନାରେ ସଂଗୀତ, ନୃତ୍ୟ, ବାଗ୍ମୀତା, ଚିତ୍ରାଙ୍କନ, ବକ୍ତୃତା ଆଦି ପ୍ରତିଯୋଗିତା…
Read More...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶ୍ଵ ପର୍ଯ୍ୟଟନ ଦିବସ ୨୦୨୪ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପର୍ଯ୍ୟଟନ ଏବଂ ଭ୍ରମଣ ଅଧ୍ୟୟନ ବିଭାଗ ତରଫରୁ ବିଶ୍ଵ ପର୍ଯ୍ୟଟନ ଦିବସ ୨୦୨୪ ଅବସରରେ ଏକ ଉତ୍କୃଷ୍ଟ 'ବିଶେଷ ବ୍ୟାଖ୍ୟାନ'ର ଆୟୋଜନ କରାଯାଇଥିଲା । ଏହି ବର୍ଷର ବିଶ୍ୱ ପର୍ଯ୍ୟଟନ ଦିବସର ବିଷୟବସ୍ତୁ ଥିଲା 'ପର୍ଯ୍ୟଟନ…
Read More...

ଦେଓଗାଁ ବ୍ଲକ ଅନ୍ତର୍ଗତ ଡଙ୍ଗରପଡ଼ା କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ

ଦେଓଗାଁ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଡଙ୍ଗରପଡ଼ା କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଧାମୋହନ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ଧଣ୍ଡାମାଲ ସରପଞ୍ଚ ଶ୍ରୀମତୀ…
Read More...

କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ କାର୍ଯ୍ୟକ୍ରମ ଅବସରରେ ପ୍ରତିଯୋଗିତା ଅନୁଷ୍ଠିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁର (କେ.ଟି.ଏନ୍.ପୁର) କ୍ଲଷ୍ଟରସ୍ତରୀୟ 'ସୁରଭି' ଶିଶୁ ମହୋତ୍ସବ ଟାଙ୍ଗଣା ପଲ୍ଲୀ ଶ୍ରୀନୀଳକଣ୍ଠେଶ୍ୱର ନୋଡାଲ୍ ବିଦ୍ୟାପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବରେ କଣ୍ଠ ସଙ୍ଗୀତ,…
Read More...