ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ‘ପର୍ଯ୍ୟଟନ ମିତ୍ର ଏବଂ ପର୍ଯ୍ୟଟନ ଦିଦି’ କାର୍ଯ୍ୟକ୍ରମର ଶୁଭାରମ୍ଭ

ନୂଆଦିଲ୍ଲୀ, (ପିଆଇବି) : ବିଶ୍ୱ ପର୍ଯ୍ୟଟନ ଦିବସ ସେପ୍ଟେମ୍ବର ୨୭ ତାରିଖରେ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ 'ପର୍ଯ୍ୟଟନ ମିତ୍ର ଏବଂ ପର୍ଯ୍ୟଟନ ଦିଦି' ନାମରେ ଏକ ଜାତୀୟ ଦାୟିତ୍ୱସମ୍ପନ୍ନ ପର୍ଯ୍ୟଟନ କାର୍ଯ୍ୟକ୍ରମ ଆରମ୍ଭ କରିଛି । ସାମାଜିକ ଅନ୍ତର୍ଭୁକ୍ତିକରଣ, ନିଯୁକ୍ତି ଏବଂ…
Read More...

ଥୁଆମୂଳ ରାମପୁର ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଭିଯୋଗ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଶୁକ୍ରବାର ଅସନ୍ତୁଷ୍ଟ ସମିତି ସଭ୍ୟ ମାନେ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଯାଇ ଅନାସ୍ଥା ପ୍ରସ୍ତାବ ପାଇଁ ଅଭିଯୋଗ କରିଛନ୍ତି । ଥୁଆମୂଳ ରାମପୁର ବ୍ଲକ ଉପାଧ୍ୟାକ୍ଷା ଜୟନ୍ତୀ ମାଝିଙ୍କ…
Read More...

ଫେୟାର କ୍ଲାଇମେଟ୍ ଫଣ୍ଡ୍ ଏବଂ ଏଫ୍.ସି.ଏଫ୍. ଇଣ୍ଡିଆ ର ହିତାଧିକାରୀ ସମ୍ମିଳନୀ

ମ.ରାମପୁର, (ପି.କେ. ସାହୁ) : ଭବାନୀପାଟଣାର ହୋଟେଲ ଅମରପଲ୍ଲୀ କ୍ଲାସିକ ଠାରେ ବୁଧବାର ଦିନ " ଫେୟାର କ୍ଲାଇମେଟ୍ ଫଣ୍ଡ୍ " ଓ ଏଫ୍.ସି.ଏଫ୍.ଇଣ୍ଡିଆର ମିଳିତ ସହଯୋଗରେ 'ବଚତ୍' ପ୍ରକଳ୍ପାଧୀନ ଗୋଲ୍ଡ ଷ୍ଟାଣ୍ଡାର୍ଡର ନିୟମାନୁଯାୟୀ ଏକ ସ୍ଥାନୀୟ ହିତାଧିକାରୀ କର୍ମଶାଳାର ଆୟୋଜନ କରାଯାଇଥିଲା ।…
Read More...

ଜିଲ୍ଲାସ୍ତରୀୟ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲା ପର୍ଯ୍ୟଟନ ଶାଖା ତରଫରୁ ଜିଲ୍ଲାସ୍ତରୀୟ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ଅନୁଷ୍ଠିତ ହୋଇଯାଇଛି । ଦିବସ ପାଳନ ପରିପ୍ରେକ୍ଷୀରେ ଜିଲ୍ଲା ଯୋଜନା ଓ ସମନ୍ୱୟ ବିଭାଗ ସମ୍ମିଳନୀ କକ୍ଷରେ ବିଭାଗ ଦ୍ୱାରା ଜିଲ୍ଲାର ପର୍ଯ୍ୟଟନ ଉପରେ ହାଇସ୍କୁଲ ଓ…
Read More...

ସେମିଳିଗୁଡାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

କୋରାପୁଟ, (ସୁନାମ ହନ୍ତାଳ) : କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ବିଲେଇଗୁଡା ଉଚ୍ଚ ସରକରୀ ବିଦ୍ୟାଳୟରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମୁଦାୟ ୭୬୩ ଜଣ ପଞ୍ଜିକରଣ କରିଥିବା ବେଳେ, ବୟସ୍କ ବୃଦ୍ଧବୃଦ୍ଧା ୨୪୦ଜଣ ଭିନ୍ନକ୍ଷମ ମାନଙ୍କୁ ପ୍ରମାଣପତ୍ର…
Read More...

ରିଜିଓନାଲ ଲେଭେଲ ଗୋଲ ଟେବୁଲ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୨ ଦିନ ଧରି ଏକ ରିଜିଓନାଲ ଲେଭେଲ ଗୋଲ ଟେବୁଲ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଗୋଲ ଟେବୁଲ ବୈଠକଟି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଶିଶୁ ମଙ୍ଗଳ କମିଟି ଓ ୱାସିଡିଏର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ୫ଟି ଜିଲ୍ଲାରୁ…
Read More...

ମା’ଙ୍କ ନାମରେ ଗୋଟିଏ ଗଛ ଅଭିଯାନ’ ଅନ୍ତର୍ଗତ ୮୦ କୋଟି ଚାରାରୋପଣ

ମାତ୍ର ଗୋଟିଏ ଘଣ୍ଟାରେ ରେକର୍ଡ ୫ ଲକ୍ଷ ଚାରାରୋପଣ ନୂଆଦିଲ୍ଲୀ, (ପିଆଇବି) : ବିଶ୍ୱ ପରିବେଶ ଦିବସ, ୫ ଜୁନ୍ ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ବୁଦ୍ଧ ଜୟନ୍ତୀ ପାର୍କରେ ଏକ ବୋଧି ବୃକ୍ଷର ଚାରାରୋପଣ କରି ମା'ଙ୍କ ନାମରେ ଗୋଟିଏ ଗଛ’ ନାମକ ଅଭିନବ ଅଭିଯାନର ଶୁଭାରମ୍ଭ…
Read More...

ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୪ଟି ବ୍ଲକରୁ ୧୪ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଚଳିତ ବର୍ଷର ମୁଖ୍ୟ ବିଷୟ “କୃତ୍ରିମ ବୁଦ୍ଧିମତା : ସମ୍ଭାବନା ଓ ଉଦ୍‌ବେଗ” ବିଷୟରେ…
Read More...

ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର ପୂର୍ଣ୍ଣ ସମର୍ଥନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସିଟିଜନ ଫୋରମ୍‌ ପାଟଣାଗଡ ଦେଇଥିବା ଚିଠି ନଂ.୧୦୧ ତାରିଖ ୦୨.୦୯.୨୦୨୪ ଅନୁସାରେ ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘ ବଲାଙ୍ଗିରରୁ ନୂଆପଡା ରେଳପଥର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ତାହାକୁ ପୂର୍ଣ୍ଣ ସମର୍ଥନ ଦେଇଛି । ଗତ…
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଅର୍ଥନୀତି ବିଭାଗରେ ନବାଗତ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅର୍ଥନୀତି ବିଭାଗର ଏକ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଡ. ବିରଞ୍ଚି ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡା ମୁଖ୍ୟ…
Read More...