ମହିଳା ମହାବିଦ୍ୟାଳୟ ଦର୍ଶନଶାସ୍ତ୍ର ବିଭାଗର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ

ଲକ୍ଷ୍ୟ ସ୍ଥଳରେ ପହଂଚିବା ପାଇଁ ସୁକର୍ମ ଏକ ପ୍ରକୁଷ୍ଟ ମାଧ୍ୟମ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗର ପ୍ରଥମ ବର୍ଷର ଛାତ୍ରୀମାନଙ୍କ ପାଇଁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଦର୍ଶନଶାସ୍ତ୍ର ବିଭାଗର ମୁଖ୍ୟ…
Read More...

ବେଆଇନ ଭାବେ ଶାଳ କାଠ ଚାଲାଣ ବେଳେ ମାଡି ବସିଲା ବନବିଭାଗ

ଗୁଣପୁର : ଶାଳ କାଠ ଚୋରା ଚାଲାଣ ବେଳେ ମାଡି ବସିଲା ବନବିଭାଗ । ଏକ ପିକ୍‌ଅପ୍‌ ଭ୍ୟାନ୍ ସହ ୨୫ଟି ଶାଳ କାଠ ଜବତ । ଏହି ଘଟଣାରେ ସମ୍ପୃକ୍ତ ଥିବା ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରୀଛି ବନବିଭାଗ । ଗିରଫ ୨ ଜଣ ଶାକରବାଜୁ ଗାଁର ଜୟନ୍ତ ପାଲକା, ସାଇବ ଗାଣ୍ଟା ବୋଲି ଜଣାପଡ଼ିଛି । ସୂଚନା…
Read More...

ଯୁଧିଷ୍ଟିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଅଧ୍ୟକ୍ଷଙ୍କ ଯୋଗଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଛତାମଖନା ସ୍ଥିତ ଯୁଧିଷ୍ଟିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଭାବେ ଧନଞ୍ଜୟ ସେଠ୍‌ ଯୋଗ ଦେଇଛନ୍ତି । ଉଚ୍ଚ ଶିକ୍ଷା ବିଭାଗ ପତ୍ର ସଂଖ୍ୟା ୪ଜି ୧୬ ୨୦୨୩-ଆଇଭି ୧୦୮୨୪ ତା.୦୬.୦୯.୨୦୨୪ ଅନୁସାରେ ବିଧିବଦ୍ଧ ଭାବେ…
Read More...

ନାଗରିକ ମଞ୍ଚର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ନାଗରିକ ମଞ୍ଚର ସାଧାରଣ ପରିଷଦ ବୈଠକ ସ୍ଥାନୀୟ ବଣିକ ସଂଘ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ରାଧାକାନ୍ତ ପାଢ଼ୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ସହରର ବିଭିନ୍ନ ମୌଳିକ ସମସ୍ୟା ଓ ତାର…
Read More...

ପରିବେଶୀୟ ମଞ୍ଜୁରୀ ନିମନ୍ତେ ସର୍ବସାଧାରଣ ଶୁଣାଣି

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ତହସିଲ ଅନ୍ତର୍ଗତ ଡିଆଟନ ଗ୍ରାମରେ ଡେକୋରେଟିଭ ପଥର ଖଣି ନିମନ୍ତେ ରାଜ୍ୟ ପରିବେଶ ପ୍ରଭାବ ମୂଲ୍ୟାଙ୍କନ କର୍ତ୍ତୁପକ୍ଷ ଦ୍ୱାରା ପରିବେଶୀୟ ମଞ୍ଜୁରୀ ନିମନ୍ତେ ଆବଶ୍ୟକ ପଡୁଥିବା ସର୍ବସାଧାରଣ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ସର୍ବସାଧାରଣ…
Read More...

ଭୟ ନୁହେଁ ସ୍ନେହ ଓ ଶ୍ରଦ୍ଧା ମାଧ୍ୟମରେ ଶିକ୍ଷା ପ୍ରଦାନ କରିବା ଆବାଶ୍ୟକ – ବିଧାୟକ ଦୁର୍ଗା ତନ୍ତୀ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାୟଜ ଦୁର୍ଗା ଚରଣ ତନ୍ତୀ ଆଜି ସିତଲପଡା ସ୍ଥିତ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନରେ ଯାଇ ସେଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ବକ୍ତବ୍ୟରେ ଆଜିର ଶିଶୁ ହେଉଛନ୍ତି ଆଗାମୀ କାଲିର ଭବିଷ୍ୟତ ବୋଲି ପ୍ରକାଶ କରିଥିଲେ । ଏହି…
Read More...

ବଲାଙ୍ଗିର ବିଜେଡି ପକ୍ଷରୁ ଉପରଝର ଠାରୁ ମହଲେଇ ପର୍ଯ୍ୟନ୍ତ ଜନସମ୍ପର୍କ ପଦଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଜୁ ଜନତା ଦଳ ତରଫରୁ ଦେଓଗାଁ ବ୍ଲକ ଅନ୍ତର୍ଗତ ଉପରଝର ଗ୍ରାମ ଠାରୁ ମହଲେଇ ପର୍ଯ୍ୟନ୍ତ ପଦଯାତ୍ରା କରାଯାଇଥିଲା । ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହ ଦେଓ ଏହି ଯାତ୍ରାରେ ସାମିଲ ହୋଇ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ଭଲ ମନ୍ଦ ବୁଝିଥିଲେ ।…
Read More...

ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣସିପ୍ ଯୋଜନା – ପାଇଲଟ୍ ପ୍ରକଳ୍ପ

ନୂଆଦିଲ୍ଲୀ, (ପିଆଇବି) : ୧. ୨୦୨୪-୨୫ ବଜେଟରେ ପ୍ରଧାନମନ୍ତ୍ରୀଙ୍କ ଇଣ୍ଟର୍ଣ୍ଣସିପ୍ ସ୍କିମ୍ ଇନ୍ ଟପ୍ କମ୍ପାନୀ(ସ୍କିମ୍) ଘୋଷଣା କରାଯାଇଛି । ଏହା ମାଧ୍ୟମରେ ୫ ବର୍ଷ ମଧ୍ୟରେ ଶ୍ରେଷ୍ଠ ୫୦୦ କମ୍ପାନୀରେ ଏକ କୋଟି ଯୁବକଙ୍କୁ ଇଣ୍ଟର୍ଣ୍ଣସିପ୍ ସୁବିଧା ପ୍ରଦାନ କରିବା ଲକ୍ଷ୍ୟ ରଖାଯାଇଛି ।…
Read More...

ଫସଲର ବିବିଧକରଣ କାର୍ଯ୍ୟକ୍ରମ ଉପରେ ପଥପ୍ରାନ୍ତ କାର୍ଯ୍ୟକ୍ରମ

ଆଗଲପୁର, (ସୁଶୀଳ କୁମାର ମିଶ୍ର) : ଆଗଲପୁର ବ୍ଲକର କୃଷି, ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡିଶା ସରକାରଙ୍କ ତରଫରୁ ଏବଂ ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ) ଆନୁକୁଲ୍ୟରେ ଫସଲର ବିବିଧକରଣ କାର୍ଯ୍ୟକ୍ରମ ପଥପ୍ରାନ୍ତ ପ୍ରଦର୍ଶନ ଦ୍ୱାରା ଗୋଷ୍ଠୀ ସଚେତନତା…
Read More...

ଗଞ୍ଜେଇ ଚାଷକୁ ଆପଣାଇଲେଣି ପରିବା ଚାଷୀ : କଲବଲ କଲାଣି ବଜାର ଦର, ୮୦ ଉପରେ ସବୁ ପରିବା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ପୁଣି କଲବଲ କଲାଣି ପରିବା ଦର । ଆଳୁ, ପିଆଜ ଦର ତ ଖସୁନି, ଏହାସାଙ୍ଗକୁ ପରିବାର ଦର ହୁହୁ ହୋଇ ବଢ଼ି ଚାଲିଛି । ବଜାରରେ ପରିବା ଯାହାକୁ ଯେତେ କିନ୍ତୁ ଦର ହୁ ହୁ ହୋଇ ବଢ଼ିଚାଲିଛି । ଏବେ ପ୍ରାୟ ସବୁ ପରିବା କିଲୋ ପିଛା ୬୦ରୁ ୭୦ ଟଙ୍କା ଉପରେ…
Read More...