ଘର ଭିତରୁ ଝିଅର ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

କେନ୍ଦୁଝର : ଘର ଭିତରୁ ଝିଅର ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର । ମୃତ ଝିଅ ହେଉଛନ୍ତି କେନ୍ଦୁଝର ଟାଉନ ଥାନା ସ୍ଥିତ ପବିତ୍ର ଡିହାବରାଳ ଲଜ ଗଳିରେ ଭଡା ରହୁଥିବା ରବୀନ୍ଦ୍ର ବେହେରାଙ୍କ ବଡ଼ ଝିଅ ମନୋରମା ବେହେରା । ରବୀନ୍ଦ୍ର ବେହେରାଙ୍କ କହିବା ଅନୁସାରେ ସେ ଲାବଣ୍ୟ ଛକ ନିକଟରେ ଛତୁ ବେପାର…
Read More...

ଭୁବନେଶ୍ୱର ସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ ସାଇନ୍ସେସ୍ ଠାରେ ଆରମ୍ଭ ହେଲା ତୃତୀୟ ଜୀବ ବିଜ୍ଞାନ ଷ୍ଟାର୍ଟଅପ୍ ଶିଖର…

ବାୟୋ-ଇଥ୍ରୀ ନୀତି ଦେଶରେ ଜୈବ ଉତ୍ପାଦନକୁ ଦେବ ବଡ଼ ପ୍ରୋତ୍ସାହନ : ଡିବିଟି ସଚିବ ପ୍ରଫେସର ରାଜେଶ ଏସ୍ ଗୋଖଲେ ଭୁବନେଶ୍ୱର, (ପିଆଇବି) : ଭୁବନେଶ୍ୱର ସ୍ଥିତ ବିଆର୍‌ଆଇସି-ଆଇଏଲ୍‌ଏସ୍‌ ପରିସରରେ ଜୀବ ବିଜ୍ଞାନ ଷ୍ଟାର୍ଟଅପ୍ ଶିଖର ସମ୍ମିଳନୀ ଉଦ୍‌ଘାଟିତ ହୋଇଛି । ଆଜି ଭାରତ ସରକାରଙ୍କ…
Read More...

ଜାତୀୟ ବନ୍ୟଜୀବ ସପ୍ତାହ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜାତୀୟ ବନ୍ୟଜୀବ ସପ୍ତାହ, ଅକ୍ଟୋବର ୨ରୁ ୮, ୨୦୨୪ ପର୍ଯ୍ୟନ୍ତ ପାଳନ ହୁଏ । ଭାରତ ଏହାର ବିବିଧ ଇକୋସିଷ୍ଟମ ବା ପରିସଂସ୍ଥା ତଥା ବନ୍ୟଜନ୍ତୁ ସଂରକ୍ଷଣର ଗୁରୁତ୍ୱପୂର୍ଣ୍ଣ ମହତ୍ତ୍ୱକୁ ପାଳନ କରିବାକୁ ଅନେକ ପଦକ୍ଷେପ ନେଉଛି । ଚଳିତ ବର୍ଷର ବିଷୟବସ୍ତୁ,…
Read More...

ଅଗସ୍ତି ନୂଆଗାଁ କଲ୍ୟାଣୀ ଯୁବକ ସଂଘ ପକ୍ଷରୁ ଦୁର୍ଗା ମେଢ଼ର ଆୟୋଜନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଅଗସ୍ତି ନୂଆଗାଁ ଗ୍ରାମର କଲ୍ୟାଣୀ ଯୁବକ ସଂଘ ଆନୁକୂଲ୍ୟରେ ଦୁର୍ଗାପୂଜା ଉତ୍ସବ ତଥା ନବରାତ୍ର ପୂଜା ଆରମ୍ଭ ହୋଇଛି । ନିଜସ୍ୱ ପୂଜା ମଣ୍ଡପରେ ଗୁରୁବାର ଠାରୁ ମୃଣ୍ମୟୀ ଦେବୀ ଦୁର୍ଗାପୂଜା ଅସରରେ ନବରାତ୍ର ପୂଜା…
Read More...

ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର

ସାଲେପୁର : କଟକ ଜିଲ୍ଲା ମାହାଙ୍ଗା ଥାନା କୁସୁପୁର ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର । ଯୁବକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ପୋଲ ଉପରେ ତାଙ୍କ ବାଇକ ଏବଂ ଗାମୁଛା ଦେଖିବାକୁ ମିଳିଛି । ମୃତ ଯୁବକ ଜଣକ କୁସୁପୁର ଗ୍ରାମର ପ୍ରମୋଦ ବେହେରା ବୋଲି ଜଣାପଡ଼ିଛି ।…
Read More...

ଗାଁରେ ମଦ ବିକ୍ରି ବନ୍ଦ କରିବା ସକାଶେ ଥାନାରେ ଦ୍ୱାରସ୍ଥ ହେଲେ ଶତାଧିକ ମହିଳା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ସାନ ଟୀକା ଗ୍ରାମର ଶତାଧିକ ମହିଳା ଗାଁରେ ମଦ ବିକ୍ରି ବନ୍ଦ କରିବା ପାଇଁ ଲୋଇସିଂହା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ, ସାନ ଟୀକା ଗାଁ ମଝିରେ ଅନେକଦିନ ହେବ ମଦ ବିକ୍ରି ହୋଇଆସୁଛି ।…
Read More...

ଅଡାକଷାରେ ଅନ୍ଧାରିବାଞ୍ଜି କ୍ଲଷ୍ଟରସ୍ତରୀୟ ସୁରଭି

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ଧାରିବାଞ୍ଜି କ୍ଲଷ୍ଟର ସ୍ଥିତ ଅଡାକଷା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟରସ୍ତରୀୟ ସୁରଭି ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ବୃନ୍ଦାବନ ଭୋଇଙ୍କ ତତ୍ୱାବଧାନରେ ଅନୁଷ୍ଠିତ…
Read More...

ଦୀର୍ଘ ୨୫ ବର୍ଷ ପରେ ଭୋଇପଡା ଘରଭଙ୍ଗା ଓ ଆକ୍ରମଣ ମାମଲାରେ ୩ ଭାଇଙ୍କୁ ୪ ମାସ ସଶ୍ରମ କାରାଦଣ୍ଡାଦେଶ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୋଇମୁଣ୍ଡ ପଞ୍ଚାୟତ ଭୋଇପଡ଼ା ଗ୍ରାମର ଦୀର୍ଘ ୨୫ ବର୍ଷ ଏକ ପୁରୁଣା ଘରଭଙ୍ଗା ଓ ଆକ୍ରମଣ ଘଟଣାରେ ମୁରିବାହାଲ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ୩ ଜଣ ଅଭିଯୁକ୍ତ ଭାଇଙ୍କୁ ୪ମାସ ସଶ୍ରମ…
Read More...

ମୁରିବାହାଲର ବହୁ ସାମୂହିକ ସମସ୍ୟା ନେଇ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ ବ୍ଲକ ଅଞ୍ଚଳର ବିଭିନ୍ନ ସାମୂହିକ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ମିଳିତ ଜନ ଶୁଣାଣିରେ ଅଭିଯୋଗ କରାଯାଇଛି । ଆସୋସିଏସନର ଅଭିଯୋଗ ମୁତାବକ ବ୍ଲକ ଅଞ୍ଚଳର…
Read More...

ସାଇବର ଠକେଇର ମୁକାବିଲା କରିବ ଡିଓଟି : ଖୁବଶୀଘ୍ର ଆରମ୍ଭ ହେବ ଜାଲ୍ କଲ୍ ବନ୍ଦ କରିବାକୁ କେନ୍ଦ୍ରୀୟ ବ୍ୟବସ୍ଥା

ସ୍ପାମ୍ କଲ୍ ରିପୋର୍ଟ କରିବା ପାଇଁ ନାଗରିକମାନଙ୍କୁ 'ଚକ୍ଷୁ' ବ୍ୟବହାର କରିବାକୁ ପରାମର୍ଶଭାରତୀୟ ଫୋନ୍ ନମ୍ବର ଥିବା ୪୫ ଲକ୍ଷ ନକଲି ଆନ୍ତର୍ଜାତୀୟ କଲ୍‌କୁ ଟିଏସ୍‌ପି ଦ୍ୱାରା ପ୍ରତିଦିନ ବ୍ଲକ୍ କରାଯାଉଛି ନୂଆଦିଲ୍ଲୀ, (ପିଆଇବି) : ସାମ୍ପ୍ରତିକ ସମୟରେ ଭାରତୀୟ ମୋବାଇଲ ନମ୍ବରରୁ ଅନେକ…
Read More...