ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ବାର୍ଷିକ ବୈଠକ ତଥା ସ୍ମୃତି ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସହ ସମ୍ପାଦିକା ଅନୁପମା ପ୍ରହରାଜଙ୍କ ଆବାହନ କ୍ରମେ ଜିଲ୍ଲା ସଭାନେତ୍ରୀ ଶାନ୍ତିଲତା ସାହୁଙ୍କର ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ବ୍ଲକର ଶିକ୍ଷକ ପ୍ରତିନିଧିମାନଙ୍କର ଉପସ୍ଥିତିରେ ତଥା ମଧୁସୁଦନ ନାୟକଙ୍କ ମଂଚ…
Read More...

ଟିଟିଲାଗଡରେ ଜାତୀୟ ସ୍ତରୀୟ ଶାସ୍ତ୍ରୀୟ ସଙ୍ଗୀତ ସମାରୋହ ଆୟୋଜିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଅଗ୍ରଗାମୀ ସାଂସ୍କୃତିକ ସଂସଦ ପକ୍ଷରୁ ପ୍ରାୟୋଜିତ ସଙ୍ଗୀତ ମହାବିଦ୍ୟାଳୟ ଦ୍ଵାରା ୨୪ତମ ମାଁ ଘଣ୍ଟାଶୁଣି ଶାସ୍ତ୍ରୀୟ ସଙ୍ଗୀତ ସମାରୋହ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳା ଠାରେ ଶନିବାର ସନ୍ଧ୍ୟା ୬ଟାରୁ ଆରମ୍ଭ ହୋଇ ରବିବାର ସକାଳ ୬ଟା…
Read More...

ସାଲିସ ବିହୀନ ସାମ୍ବାଦିକ ମହମ୍ମଦ ଅସଲମଙ୍କ ତୃତୀୟ ପୁଣ୍ୟତିଥି

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ସାମ୍ବାଦିକତା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ତଥା ସାଲିସ ବିହୀନ ସାମ୍ବାଦିକ ସ୍ୱର୍ଗତ ମହମ୍ମଦ ଅସଲମଙ୍କ ତୃତୀୟ ପୁଣ୍ୟତିଥି ସ୍ମୃତିସଭା ଭବାନୀପାଟଣା ଅମଲା ଭବନ ଠାରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ କଳାହାଣ୍ଡି…
Read More...

ସୁନ୍ଦରଗଡ଼ ଜିଲା ସାମ୍ବାଦିକ ୟୁନିୟନର ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ

ସଂଜୀବ ସଭାପତି ଓ ସତ୍ୟାନନ୍ଦ ସାଧାରଣ ସମ୍ପାଦକ ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶା ସାମ୍ବାଦିକ ୟୁନିୟନ(ଓୟୁଜେ) ଅନୁବନ୍ଧିତ ସୁନ୍ଦରଗଡ଼ ଜିଲ୍ଲା ସାମ୍ବାଦିକ ୟୁନିୟନ (ଏସ୍‌ୟୁଜେ)ର ସାଧାରଣ ପରିଷଦ ବୈଠକ ପୂର୍ବତନ ସଭାପତି ଅଶୋକ ଦାସଙ୍କ ଅଧ୍ୟକ୍ଷତାରେ ବାଲୁଘାଟ ସ୍ଥିତ ଜାତୀୟ…
Read More...

ଅଟୋ ଚାଳକଙ୍କୁ ଗଳା କାଟି ହତ୍ୟା

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଅଟୋ ଚାଳକଙ୍କୁ ଗଳାକାଟି ହତ୍ୟା । ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କରିଛନ୍ତି ଅଟୋ ଚାଳକ ଜଣଙ୍କୁ । ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରିଥାନା ଅନ୍ତର୍ଗତ ଫୁଲଜବା ଛକ ନିକଟରେ ଅଟୋ ଚାଳକଙ୍କୁ ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କରାଯାଇଥିବା…
Read More...

୨୧ ଦିନରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ଗଣଧାରଣା ଜାରି : ଆନ୍ଦୋଳନରେ ଯୋଗଦେଲେ ବିରୋଧୀ ଦଳ ନେତା ସହ ବିଭିନ୍ନ…

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଗନ୍ଧମାର୍ଦ୍ଦନକୁ ବଞ୍ଚାଇବାକୁ ନେଇ ଗଣଧାରଣା ୨୧ ଦିନରେ ପହଞ୍ଚି ଥିବାବେଳେ ବିରୋଧୀଦଳ ନେତା ମାନଙ୍କ ସହ ଅଞ୍ଚଳର ବିଭିନ୍ନ ସଂଗଠନ ୠୁଡ଼ିକ ଆନ୍ଦୋଳନରେ ଯୋଗ ଦେଇଛନ୍ତି । ବଲାଙ୍ଗିର ଜିଲ୍ଲାର ପ୍ରାକୃତିକ ସମ୍ପଦ ଓ ଜୈବ ବିବିଧତାରେ ପରିପୂର୍ଣ୍ଣ…
Read More...

ଜାତୀୟ ସ୍ତରୀୟ ପରବ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

କୋରାପୁଟ, (ସୁନାମ ହନ୍ତାଳ) : କୋରାପୁଟ ନୂତନ ପରବ ପଡ଼ିଆରେ ଜାତୀୟ ସ୍ତରୀୟ ଲୋକ ମହୋତ୍ସବ ପରବ ଉଦ୍‌ଘାଟିତ ହୋଇଯାଇଛି । ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଯୋଗଦେଇ ଆଜି ଜିଲ୍ଲା…
Read More...

ପାଇକମାଲରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଲାୟନ୍ସ କ୍ଳବ, ପାଇକମାଲ ଓ ନୃସିଂହ ମେଡିକାଲ ଷ୍ଟୋର ଦ୍ୱାରା ସ୍ଥାନୀୟ ମାରୱାଡି ଧର୍ମଶାଳାରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ହୋଇଯାଇଛି । ଏଥିରେ ୧୩୫ଜଣ ଚକ୍ଷୁ ପରୀକ୍ଷା କରାଇଥିଲେ । ୩୫ଜଣ ରୋଗୀଙ୍କ ଚକ୍ଷୁ ଅସ୍ତ୍ରୋପଚାର ପାଇଁ…
Read More...

ଗନ୍ଧମାର୍ଦ୍ଦନ ପର୍ବତମାଳାରେ ବିଜେ ପ୍ରସିଦ୍ଧ ଠାକୁରାଣୀ ମାଁ ଦୁର୍ଗେଇ ଦେବୀଙ୍କ ଯାତ୍ରା ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ପର୍ବତମାଳାରେ ବିଜେ ପ୍ରତ୍ୟକ୍ଷ ଠାକୁରାଣୀ ଦୂର୍ଗତି ନାଶିନୀ ମାଁ ଦୁର୍ଗେଇ ଦେବୀଙ୍କ ଯାତ୍ରା ୨ ଦିନ ଧରି ମହା ସମାରୋହରେ ପାଳନ ହୋଇଯାଇଛି । ତ୍ରୟୋଦଶ ଶତାବ୍ଦୀରୁ ମାଁ ଦୁର୍ଗେଇ ଦେବୀ ଭାବରେ ପୂଜାପାଇ ଆସୁଛନ୍ତି । ମନଭଙ୍ଗ ଗାଁ…
Read More...

ବିଜେପୁରରେ ଶ୍ରୀ ଅରବିନ୍ଦ ବିଜ୍ଞାନ ମେଳା : ୧୭୫ ପ୍ରକଳ୍ପ ପ୍ରଦର୍ଶିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଶ୍ରୀ ଅରବିନ୍ଦ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ୧୭୫ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଶିକ୍ଷାବିତ୍ ଆନନ୍ଦ ଚନ୍ଦ୍ର ସାହୁ…
Read More...