ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ୬୨ତମ ସାଧାରଣ ବାର୍ଷିକ ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା କେନ୍ଦ୍ର ସମବାୟ ସମିତି ବ୍ୟାଙ୍କର ୬୨ତମ ସାଧାରଣ ବାର୍ଷିକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦ୍ର ସମବାୟ ସମିତି ବ୍ୟାଙ୍କର ସଭାପତି ସ୍ମାରକ ରଞ୍ଜନ ମିଶ୍ର ସଭାପତିତ୍ୱ କରିଥିଲେ । ତାଙ୍କ…
Read More...

ସପ୍ତମ ରାଜବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ଗୋଇବାହାଲି ୨୦୨୫ ପାଇଁ କଂସ ବରଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତା ୧ ଫେବୃୟାରୀ ଠାରୁ ତାରିଖ ୭ ଫେବୃୟାରୀ ପର୍ଯ୍ୟନ୍ତ ହେବାକୁ ଥିବା ରାଜବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ପାଇଁ ଚୟନ ହୋଇଥିବା କଳାକାରମାନଙ୍କୁ ପ୍ରଥମେ ବାଜା, ବାଣ ଫୁଟାଇ ପରେ ପୁଷ୍ପମାଲ୍ୟ ଦେଇ ସ୍ୱାଗତ କରାଯାଇଥିଲା ତାପରେ ଶୈବ ମନ୍ଦିରର ପୂଜକ…
Read More...

ଅସ୍ତ୍ର ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ଛତିଶଗଡ଼, ମହାରାଷ୍ଟ୍ର, ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା ଏବଂ…

• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନକ୍ସଲ ପ୍ରଭାବିତ ଅଞ୍ଚଳରେ ୧୫ ହଜାରରୁ ଅଧିକ ଘର ନିର୍ମାଣ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି• ନକ୍ସଲ ପ୍ରଭାବିତ ଅଞ୍ଚଳରେ ପ୍ରତ୍ୟେକ ପରିବାରକୁ ଗୋଟିଏ ଗାଈ କିମ୍ବା ମଇଁଷି ଯୋଗାଇ ଦେଇ ଏକ ଦୁଗ୍ଧ ସମବାୟ ସଂସ୍ଥା ଆରମ୍ଭ କରାଯାଉଛି• ଯେଉଁମାନେ ହିଂସାରେ…
Read More...

ଛତିଶଗଡର ଜଗଦଲପୁରଠାରେ ଅନୁଷ୍ଠିତ ବସ୍ତର ଅଲିମ୍ପିକ୍ସର ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି…

ବସ୍ତର ଅଲିମ୍ପିକ୍ସ ସମଗ୍ର ଅଞ୍ଚଳ ପାଇଁ ଆଶାର ପ୍ରତୀକ ପାଲଟିବ, ବିକାଶର ଏକ ନୂତନ ଅଧ୍ୟାୟ ପାଇଁ ପଥ ପ୍ରଶସ୍ତ କରିବ ଏବଂ ନକ୍ସଲବାଦର ସମ୍ପୂର୍ଣ୍ଣ ନିରାକରଣ ପାଇଁ ଏକ ମଜବୁତ ଭିତ୍ତିଭୂମି ଭାବରେ କାର୍ଯ୍ୟ କରିବବସ୍ତର ବଦଳୁଛି, ୨୦୨୬ରେ ପୁଣି ଥରେ ବସ୍ତର ଅଲିମ୍ପିକ୍ସ ଆୟୋଜନ ହେବା ବେଳକୁ…
Read More...

ଛତିଶଗଡ଼ ଗସ୍ତର ପ୍ରଥମ ଦିନରେ ରାୟପୁରରେ ଛତିଶଗଡ଼ ପୋଲିସକୁ ‘ପ୍ରେସିଡେଣ୍ଟସ କଲର’ ପ୍ରଦାନ କରିଛନ୍ତି…

‘ପ୍ରେସିଡେଣ୍ଟ୍ସ କଲର' ପାଇବା ଏକ ସଶସ୍ତ୍ର ବାହିନୀ ପାଇଁ ଗର୍ବର ବିଷୟ; ଛତିଶଗଡ଼ ପୋଲିସ ପ୍ରତିଷ୍ଠାର ୨୫ ବର୍ଷ ମଧ୍ୟରେ ଏହି ସମ୍ମାନ ହାସଲ କରିଛିଛତିଶଗଡ଼ ପୋଲିସକୁ ‘ପ୍ରେସିଡେଣ୍ଟ୍ସ କଲର'ପୁରସ୍କାର ମିଳିବା ସେମାନଙ୍କ କଠିନ ପରିଶ୍ରମ, ସାହସିକତା ଓ ସମର୍ପଣର ପ୍ରତୀକପ୍ରଧାନମନ୍ତ୍ରୀ…
Read More...

ରାଣୀପୁର ଝରିଆଲ ମହୋତ୍ସବ ୨୦୨୫ ପାଇଁ ପ୍ରସ୍ତୁତି ବୈଠକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଉପାନ୍ତ ଇଲାକାରେ ଥିବା ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲ ମନ୍ଦିର ପରିସରରେ ଆଜି ରାଣୀପୁର ଝରିଆଲ ମହୋତ୍ସବ ୨୦୨୫ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସୋମେଶ୍ୱର ମହାଦେବଙ୍କ ଠାରେ…
Read More...

ସିନିୟର ଇନଟ୍ରା କ୍ଲବ କ୍ରିକେଟ ମ୍ୟାଚ୍‌ ଉଦ୍‌ଯାପିତ

ଏନ୍‌ସିଏ ବଲାଙ୍ଗିର ବିଜେତା ଓ ଏମ୍‌ପିସିସି ପାଟଣାଗଡ ଉପବିଜେତା ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ସିନିୟର ଇନଟ୍ରା କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୧୦ଟି ଦଳ ଅଂଶ ଗ୍ରହଣ କରିଥିଲେ । ଦୁଇଟି…
Read More...

ପିପି ଏକାଡେମି ପୁରାତନ ଛାତ୍ରଙ୍କ ପକ୍ଷରୁ ରକ୍ତଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପିପି ଏକାଡେମୀ ସ୍କୁଲର ହୀରକ ଜୟନ୍ତୀ ପାଇଁ ପୁରାତନ ଛାତ୍ରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଛି । ଏହି ଅବସରରେ ଏକ ରକ୍ତଦାନ ଶିବିର ସ୍କୁଲର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ହୀରକ ଜୟନ୍ତୀକୁ ମହାସମାରୋହରେ ପାଳନ କରିବା ପାଇଁ…
Read More...

ସରକାରୀ ହାଇସ୍କୁଲ ବରଗଡ଼ରେ ନବନିଯୁକ୍ତ ମାଧ୍ୟମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସଂକଳ୍ପ ପ୍ରଶିକ୍ଷଣ କର୍ମଶାଳା ଉଦ୍‌ଯାପିତ

ବରଗଡ଼, (କେପିଏନ୍‌ଏସ୍‌) : ବରଗଡ଼ ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ବାଳିକା ହାଇସ୍କୁଲ ବରଗଡ଼ରେ ନବ ନିଯୁକ୍ତ ମାଧ୍ୟମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଶିକ୍ଷଣ ଦକ୍ଷତା, କୌଶଳ ସମ୍ବନ୍ଧୀୟ ଜ୍ଞାନର ଅଭିବୃଦ୍ଧି ନିମନ୍ତେ ପଞ୍ଚଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ "ସଂକଳ୍ପ…
Read More...

ମାହେଶ୍ୱରୀ ସେନା ବଲାଙ୍ଗିରର ବାର୍ଷିକ ବନ୍ଧୁ ମିଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଛତାମଖନା ସ୍ଥିତ କିରାବାହାଲ ନୂତନ ନିର୍ମିତ ଚେକ୍‌ଡ୍ୟାମ ଠାରେ ମାଁ ମାହେଶ୍ୱରୀ ସେନା, ବଲାଙ୍ଗିରର ବାର୍ଷିକ ବନ୍ଧୁ ମିଳନ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁ ମିଳନ ବୈଠକରେ ମାଁ ମାହେଶ୍ୱରୀ ସେନାର ସେବା କାର୍ଯ୍ୟକ୍ରମ…
Read More...