ଛେତଗାଁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଉପକେନ୍ଦ୍ରକୁ ଜାତୀୟ ଗୁଣାବତ୍ତା ଆସ୍ୱାସନ ମାନକ ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ଛେତଗାଁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଉପକେନ୍ଦ୍ରକୁ ଜାତୀୟ ଗୁଣାବତ୍ତା ଆସ୍ୱାସନ ମାନକ ପ୍ରଦାନ କରାଯାଇଛି । ଚଳିତ ଡିସେମ୍ବର ୬ ତାରିଖ ଜାତୀୟ ଗୁଣାବତ୍ତା ଆସ୍ୱାସନ…
Read More...

ପଦ୍ମପୁର ଇଣ୍ଡୋର ଷ୍ଟାଡ଼ିୟମରେ ଦିନିକିଆ ବେଡ଼ମିଣ୍ଟନ ପ୍ରିମିୟର ଲିଗ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ କଲେଜ ପାଖରେ ଥିବା ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡ଼ିୟମରେ ଦିନିକିଆ ବେଡ଼ମିଣ୍ଟନ ପ୍ରିମିୟର ଲିଗ ଆଜି ଇଣ୍ଡୋର ଷ୍ଟାଡ଼ିୟମ ବେଡ଼ମିଣ୍ଟନ କମିଟିର ସଭାପତି ସୁନୀଲ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବଣିକ ସଂଘ ସଭାପତି…
Read More...

ପିପି ଏକାଡେମୀ ସଭାକକ୍ଷରେ ଆୟୋଜିତ “ଆମ ମଞ୍ଚ ନାଟକ : ଆଶା ଓ ଆଶଙ୍କା” ମାସିକ ରଚନା ସନ୍ଧ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାଧାରଣ ମଣିଷର କଥା, ବ୍ୟଥା ଓ ଗାଥା ଏବଂ ସର୍ବୋପରି, ତାର ଜୀବନ ଓ ଅନୁଭୂତିକୁ ନେଇ ମଞ୍ଚସ୍ଥ ହେଉଥିବା ନାଟକ ଦର୍ଶକଙ୍କୁ ଆକୃଷ୍ଟ କରିବା ସହିତ ସମାଜରେ ଦୀର୍ଘସ୍ଥାୟୀ ପ୍ରଭାବ ପକାଇଥାଏ । ଆଜିକାଲି ମନୋରଞ୍ଜନର ବିଭିନ୍ନ ବିକଳ୍ପ ସହଜରେ ମିଳି ଯାଉଥିବାରୁ ଆମ…
Read More...

ଚନ୍ଦ୍ରପୁର ବ୍ଲକ ସ୍ତରୀୟ ଚଇତି -୨୦୨୪ ପାଳିତ

ମୁନିଗୁଡ଼ା, (ରମାକାନ୍ତ ପଡାଲ) : ପ୍ରତିବର୍ଷ ଭଳି ଲୁକ୍କାୟିତ ପ୍ରତିଭା ଲୋକଲୋଚନକୁ ଆଣିବାକୁ ହେଉଥିବା ଚଇତି ଉତ୍ସବ ଏହି ବର୍ଷ ମଧ୍ୟ ଅତି ଧୁମ୍‌ଧାମ୍‌ରେ ପାଳନ କରାଯାଉଛି । ଜିଲ୍ଲା ସ୍ତରୀୟ ଲୋକ ମହୋତ୍ସବ ଚଇତି-୨୦୨୪ ପୂର୍ବରୁ ଚନ୍ଦ୍ରପୁର ବ୍ଲକ ସ୍ତରୀୟ ଚଇତି କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

କୂଅରୁ ମହିଳାଙ୍କ ଶବ ଉଦ୍ଧାର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ କଟପଡ଼ି ଗ୍ରାମର ଏକ କୂଅରୁ ମହିଳାଙ୍କ ଶବ ଉଦ୍ଧାର କରିଛି ବାଲିଗୁଡା ପୋଲିସ । ମୃତ ମହିଳା ଜଣକ ହେଲେ ଶାନ୍ତିଲତା ମଲ୍ଲିକ । ସୂଚନା ଅନୁଗତ ଯେ, ୩ ଦିନ ହେବ ବାପ ଘରକୁ ଯିବା ପାଇଁ ବାହାରିଥିଲେ…
Read More...

ତୁଷୁରା ସଂକୁଳ ସ୍ତରୀୟ ଖେଳକୁଦ ସମାରୋହ ଉଦ୍‌ଯାପିତ

ଦେଓଗାଁ, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନ ବିଦ୍ୟା ଭାରତୀ ଓ ଶିକ୍ଷା ବିକାଶ ସମିତି ଓଡିଶାଙ୍କ ଯୋଜନା ଅନୁଯାୟୀ ୨୦୨୪-୨୫ ଶିକ୍ଷା ବର୍ଷର ତୁଷୁରା ସଂକୁଳ ସ୍ତରୀୟ ଖେଳକୁଦ ସମାରୋହ ଗତ ୧୪ ଡିସେମ୍ବରରେ ଜରାସିଂହା ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ସରସ୍ଵତୀ ଶିଶୁ…
Read More...

ଧାମରା ସଂଘ ଦ୍ୱାରା କାନ୍ତକବିଙ୍କ ୧୩୭ତମ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଧାମରା ସଂଘ ପକ୍ଷରୁ ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ ସଭାପତିତ୍ୱ ଓ ସହ ସମ୍ପାଦକଙ୍କ ମଞ୍ଚ ସଂଯୋଜନାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ୧୩୭ତମ ଜୟନ୍ତୀ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଫେସର…
Read More...

ଶକ୍ତି ସଂରକ୍ଷଣ ସଂକଳ୍ପ ସୃଜନାୟନ

କଟକ, (ସସ୍ମିତା ପ୍ରଧାନ) : କୈବଲ୍ୟ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଖାନ ନଗର ହାଇସ୍କୁଲରେ ଅନୁଷ୍ଠାନର ୬୪ତମ ସାହିତ୍ୟ ବିଜ୍ଞାନ ସମ୍ପର୍କିତ କାର୍ଯ୍ୟକ୍ରମ ଶକ୍ତି ସଂରକ୍ଷଣ ସଂକଳ୍ପ ସୃଜନାୟନ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ କବି କବୟିତ୍ରୀ "ଶକ୍ତି ସଂରକ୍ଷଣ"…
Read More...

ଅବହେଳିତ ଅବସ୍ଥାରେ ବାସନ୍ତୀ କଲୋନୀ ଚିଲଡ୍ରେନ ପାର୍କ

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ କଲୋନୀ ଫେଜ ୧, ଏଲ୍‌ ବ୍ଲକ ସ୍ଥିତ ଚିଲଡ୍ରେନ ପାର୍କର ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଥିବା ବେଳେ ପିଲାମାନଙ୍କ ପାଇଁ କୌଣସି କ୍ରୀଡା ସରଞ୍ଜାମ ନାହିଁ । କ୍ରୀଡା ସାମଗ୍ରୀର ରକ୍ଷଣାବେକ୍ଷଣର ଅଭାବ । ଏହା ସହ ଅସାମାଜିକ ତତ୍ୱଙ୍କ…
Read More...

ହ୍ୟୁମାନିଟି ଫାଉଣ୍ଡେସନର ପ୍ରଥମ ବାର୍ଷିକୋତ୍ସବ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାମାଜିକ ଅନୁଷ୍ଠାନ ହ୍ୟୁମାନିଟି ଫାଉଣ୍ଡେସନର ଦ୍ୱିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଥମ ବାର୍ଷିକୋତ୍ସବ ଭଞ୍ଜ ଭବନ ପ୍ରେକ୍ଷ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଅନିଲ ମଲ୍ଲିକ ଓ ମୋନାଲିସା ସାହୁଙ୍କ ସଂଯୋଜନା ତଥା ଅନୁଷ୍ଠାନର ପ୍ରତିଷ୍ଠାତା…
Read More...