କୁହୁଡି, କଫି ଓ କବିତା ଶୀର୍ଷକ କବିତା ଆସର ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ସମ୍ବାଦ ସାହିତ୍ୟ ଘର, ଗୁଡଭେଲା ଆନୁକୂଲ୍ୟରେ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ସଭାପତି ଡ. ଶ୍ୟାମ ସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ କୁହୁଡି, କଫି ଓ କବିତା ଶୀର୍ଷକ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ପୁରୁଣା ବର୍ଷକୁ ବିଦାୟ ଦେବା ସହ
Read More...

ଖଣ୍ଡସିବାଞ୍ଜିରେ ମନୋଜ୍ଞ କବିତା ପାଠୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଉପଖଣ୍ଡ ଖଣ୍ଡସିବାଞ୍ଜି ଗ୍ରାମରେ ସିର୍ଜିନା ବନ ବିହାର କାର୍ଯ୍ୟକ୍ରମରେ ୧୯ ଜଣ ସଭ୍ୟ ସଭ୍ୟାଙ୍କ ସହିତ ଗାଁର ଯୁବଗୋଷ୍ଠୀ ଓ ଗାଁର ଭଦ୍ର ମଣ୍ଡଳି ଯୋଗଦାନ କରିଥିଲେ । ଆଖଣ୍ଡଲ ଦାଶଙ୍କ ସଭାପତିତ୍ଵରେ ମନୋଜ୍ଞ କବିତା ପାଠ ଅନୁଷ୍ଠିତ ହୋଇଥିଲା ।
Read More...

ନୃସିଂହନାଥ ପୀଠରେ ନୂତନ ବର୍ଷକୁ ସ୍ୱାଗତ ପାଇଁ ସଜବାଜ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ନୃସିଂହନାଥ ମନ୍ଦିର ତରଫରୁ ଇଂରାଜୀ ନୂଆଁ ବର୍ଷକୁ ସ୍ୱାଗତ କରିବା ପାଇଁ ବିଭିନ୍ନ ପ୍ରକାରର ସଜବାଜ କରାଯାଇଛି । ମୁଖ୍ୟତଃ ୨୦୨୬କୁ ସ୍ୱାଗତ କରି ବଣଭୋଜି ଜରିବା ପାଇଁ ଲକ୍ଷାଧିକ ଲୋକଙ୍କ ସମାଗମ ନୃସିଂହନାଥରେ ହେବାର ସମ୍ଭାବନା ଥିବାରୁ
Read More...

ରାଜ୍ୟସ୍ତରୀୟ ବୀରତା ଦିବସ

ବରଗଡ ଜିଲ୍ଲା ଘେଁସ ଠାରେ ଶହୀଦ ମାଧୋ ସିଂଙ୍କ ବଳିଦାନ ଦିବସରେ ଯୋଗଦେଲେ ମୁଖ୍ୟମନ୍ତ୍ରୀଘେଁସ କଲେଜକୁ ଶହୀଦ ମାଧୋ ସିଂହ ସ୍ମାରକୀ ମହାବିଦ୍ୟାଳୟ ନାମରେ ନାମିତ କଲେଘେଁସରେ ନିର୍ମାଣ ହେବ ଶହୀଦ ମାଧୋ ସିଂହ ସ୍ମାରକୀ, ୧୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ଗାର୍ଲସ ହଷ୍ଟେଲଦେଶ ପାଇଁ ଶହୀଦ ମାଧୋ
Read More...

ପାଣି ପଞ୍ଚାୟତ ପକ୍ଷ ପାଳନ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜଳ ସଂପଦ ବିଭାଗ ତରଫରୁ ଆଗାମୀ ଜାନୁୟାରୀ ମାସ ୬ରୁ ୨୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯିବ । ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏନେଇ ଏକ ପ୍ରସ୍ତୁତି ବୈଠକ
Read More...

ସାଇକେଲ ଯୋଗେ ବିଭିନ୍ନ ତୀର୍ଥ ସ୍ଥାନ ଭ୍ରମଣରେ ବାହାରିଛନ୍ତି ବିଦ୍ୟାଧର ବଗର୍ତ୍ତୀ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ଶଙ୍କରାଖୋଲ ପଞ୍ଚାୟତ ବାଡେଗୁଡା ଗ୍ରାମର ଗଦାଧର ବଗର୍ତ୍ତୀଙ୍କ ପୁତ୍ର ବିଦ୍ୟାଧର ବଗର୍ତ୍ତୀ ସାଇକେଲ ଯୋଗେ ଭାରତର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣରେ ବାହାରିଛନ୍ତି । ସେ ଛତିଶଗଡ଼,
Read More...

ସହିଦ ମାଧୋ ସିଂ ବରିହା ବୀରତା ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଆହ୍ୱାନ କ୍ରମେ ପାଟଣାଗଡ଼ ବ୍ଲକ ବନେଇମୁଣ୍ଡା ପଞ୍ଚାୟତ ରାକ୍ଷୀଉଡ଼ାର ଠାରେ ମହାନ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସହିଦ ମାଧୋ ସିଂ ବରିହାଙ୍କର ୧୬୭ତମ ବୀରତା ଦିବସ ପାଳନ ହୋଇଯାଇଛି । ଆଜିର ବୀରତା ଦିବସରେ ବ୍ଲକ ସଭାପତି
Read More...

ଅସ୍ମିତା ଖେଲୋ ଇଣ୍ଡିଆ କିକ୍‌ ବକ୍ସିଂରେ ବଲାଙ୍ଗିର ଝିଅଙ୍କ ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅସ୍ମିତା ଖେଲୋ ଇଣ୍ଡିଆ କିକ୍‌ ବକ୍ସିଂ ପ୍ରତିଯୋଗିତା ଯାଜପୁର ସ୍ଥିତ ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ ଠାରେ ଡିସେମ୍ବର ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ୨୨୫ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ବଲାଙ୍ଗିର
Read More...

ଜୋର ଧରୁଛି ସୋନପୁର କଲେଜକୁ ସରକାରୀ ମାନ୍ୟତା ଦାବୀ : ଦସ୍ତଖତ ଅଭିଯାନ ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁରର ସର୍ବ ପୂରାତନ ମହାବିଦ୍ୟାଳୟ ସୋନପୁର କଲେଜକୁ ସରକାରୀ ମାନ୍ୟତା ପ୍ରଦାନ ଦାବୀରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ଠାରେ ଏକ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ୧୯୬୪ ମସିହାରେ ପ୍ରତିଷ୍ଠିତ ହୋଇଥିବା ଏହି ପୂରାତନ ମହାବିଦ୍ୟାଳୟକୁ
Read More...

କାଶୀ ତାମିଲ ସଙ୍ଗମମ୍ ୪.୦ର ସମାପନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ

• ଭାଷାଗତ ବିବିଧତା ଜ୍ଞାନର ସେତୁ ସାଜିଲେ ଭବିଷ୍ୟତ ଶକ୍ତିଶାଳୀ ହେବ - ଧର୍ମେନ୍ଦ୍ର ପ୍ରଧାନ• କାଶୀ ତାମିଲ ସଙ୍ଗମମ୍‌ ‘ଏକ ଭାରତ-ଶ୍ରେଷ୍ଠ ଭାରତ’ର ଭାବନାକୁ ସୁଦୃଢ଼ କରିଛି• ଭାରତୀୟ ସଭ୍ୟତାର ଜ୍ଞାନକୁ ସହଜ କରିବା ହେଉଛି କାଶୀ ତାମିଲ ସଙ୍ଗମମ୍ ଏବଂ ଜାତୀୟ ଶିକ୍ଷା ନୀତିର ମୂଳ ଲକ୍ଷ୍ୟ•
Read More...