ପାଇଖାନା କାନ୍ଥ ପଡ଼ି ଯୁବକଙ୍କ ଅକାଳ ବିୟୋଗ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଗାଁରେ ମଙ୍ଗଳବାର ଭୋର ୫ଟାରେ ପାଇଖାନାର କାନ୍ଥ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ପ୍ରାପ୍ତ ସୂଚନା ଅନୁସାରେ, ପାଇକମାଲ ବ୍ଲକ ମାଣ୍ଡୋସିଲ ଗାଁର ଗିରୀଶ ଚନ୍ଦ୍ର ରଣା (୪୫) ମଙ୍ଗଳବାର ସକାଳ!-->…
Read More...
Read More...