ରାୟଗଡ଼ାରେ ଦନ୍ତାହାତୀର ତାଣ୍ଡବ : ଘରେ ପଶି ଖାଇଲା ଭାତ, ନଷ୍ଟ କଲା ସପୁରୀ ଚାଷ
ରାୟଗଡା, (ଅକ୍ଷୟ କୁମାର ପିଡିଶିକା) : ଦନ୍ତାହାତୀର ଦାଉ ଘରେ ପଶି ଖାଇଲା ଭାତ, ନଷ୍ଟ କଲା ସପୁରୀ ଚାଷ । ରାତିରେ ଗାଁ ଭିତରକୁ ପଶିଲା ଦନ୍ତାହାତୀ । ଘରର କାନ୍ଥ ଭାଙ୍ଗି ଶୁଣ୍ଡ ପୁରାଇ ଖାଇଗଲା ଭାତ, ଡାଲି ଆଉ ତରକାରୀ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା!-->…
Read More...
Read More...