ଗଞ୍ଜାମରେ ପାର୍ବଣ ପୂର୍ବରୁ ଫୁଟିଲା ଗୁଳି

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ସରାବାଡ଼ି ଗ୍ରାମରେ ଗୁଳିକାଣ୍ଡ ଘଟି ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ସରାବାଡି ଗ୍ରାମର ଯୋଡ଼ାବନ୍ଧ ଛକ ନିକଟରେ ଗୋଟିଏ ବାଇକରେ ୩ ଜଣ ଯୁବକ ଆସି ଉକ୍ତ ଗ୍ରାମର ୩୦ ବର୍ଷୀୟ ଯୁବକ ଜୟସେନ ପ୍ରଧାନଙ୍କ ଉପରକୁ ଦୁଇ
Read More...

ଭଞ୍ଜନଗର ପୋଲିସକୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ ପ୍ରଶାସନକୁ ମିଳିଛି ଏକ ବଡ ସଫଳତା । ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ନୂଆଗାଁ ସେତୁ ନିକଟରେ ସନ୍ଦେହ ଆଧାରରେ ଏକ ପିକ୍‌ଅପ୍ ଭ୍ୟାନ୍‌କୁ ଅଟକାଇ ସେଥିରେ ମହଜୁଦ ଥିବା ୬୬ଟି ଜରି ବସ୍ତାରେ ପାଖାପାଖି ୩୩ ହଜାର ଲିଟର ନକଲି ମଦ ଜବତ କରିଥିବା
Read More...

ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀ ମନ୍ଦିରକୁ ଡୁମ୍ବେରବାହାଲ ଗ୍ରାମରୁ ଆସିଲା ନୂଆଁଖାଇ ଅଢିଆ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପରମ୍ପରା ଓ ଭକ୍ତିର ନିଆରା ଉଦାହରଣ । ପଦ୍ମପୁର ଉପଖଣ୍ଡ ପାଇକମାଲ ନୃସିଂହନାଥ ମନ୍ଦିର ଯିବା ରାସ୍ତାରେ ଥିବା ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀ ମନ୍ଦିରକୁ ଡୁମ୍ବେରବାହାଲ ଗ୍ରାମରୁ ପହଞ୍ଚିଛି ନୂଆଁଖାଇ ଅଢିଆ । କୁଳିତା ସମାଜର ଏହି ପ୍ରସିଦ୍ଧ ମନ୍ଦିରରେ
Read More...

କଲ୍ୟାଣୀ ରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଭାତୃତ୍ୱ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ହମିରପୁର ସ୍ଥିତ କଲ୍ୟାଣୀ ରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ଅଧ୍ୟାପକ ମଞ୍ଚ 'ମନ୍ଥନ'ର ମିଳିତ ଆନୁକୂଲ୍ୟରେ ବିଶ୍ୱ ଭାତୃତ୍ୱ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ଡ. ରେଣୁବାଳା ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆଲୋଚନା
Read More...

କେନ୍ଦ୍ରୀୟ ଛଟ୍‌ ପୂଜା ସମିତି ପକ୍ଷରୁ ଆଗାମୀ ଛଟ୍‌ ପୂଜା ପ୍ରସ୍ତୁତି ନେଇ ସମୀକ୍ଷା ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ରୀୟ ଛଟ୍‌ ପୂଜା ସମିତି ପକ୍ଷରୁ ଆଗାମୀ ଛଟ୍‌ ପୂଜାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ବିଭିନ୍ନ ସଂଗଠନ ସହ ଜଡ଼ିତ ସଦସ୍ୟମାନେ ଉପସ୍ଥିତ ଥିଲେ । ଗତ ବର୍ଷର ଛଟ୍‌ ପୂଜାର ସମୀକ୍ଷା ସହ ଆସନ୍ତା ଛଟ୍‌ ପୂଜା ପାଇଁ
Read More...

ବିଜେପିର ସେବା ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡିଶା ପାଇଁ ସାମ୍ବାଦିକ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଜେପି ରାଉରକେଲା ସାଙ୍ଗଠନିକ ଜିଲ୍ଲା ତରଫରୁ ଆଜି ସେକ୍ଟର -୭ ସ୍ଥିତ ପ୍ରଜାପତି ମଣ୍ଡପ ପରିସରରେ ସେବା ସଂକଳ୍ପ ଅଭିଯାନ:- ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡିଶା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ବିଧାୟକ
Read More...

ମାସିକ ରଚନା ସଂଧ୍ୟା ପକ୍ଷରୁ ‘ପଶ୍ଚିମ ଓଡ଼ିଶାର ପର୍ବପର୍ବାଣୀର ସାଂସ୍କୃତିକ ବୈଶିଷ୍ଟ୍ୟ’ ଆଲୋଚନା ଚକ୍ର

ବଲାଙ୍ଗିର (କେପିଏନ୍‌ଏସ୍‌) : ସାଂସ୍କୃତିକ ସମନ୍ୱୟ ହିଁ ହେଉଛି ପଶ୍ଚିମ ଓଡିଶାର ପର୍ବପର୍ବାଣୀ ପାଳନର ସାଂସ୍କୃତିକ ବୈଶିଷ୍ଟ୍ୟ । ଗୋଟିଏ ଅଞ୍ଚଳର ଜନଜୀବନର ଚିତ୍ର, ଲୋକଚଳଣି ଓ ପରିଚୟ ସେହି ଅଞ୍ଚଳରେ ପାଳନ କରାଯାଉଥିବା ଲୋକଯାତ୍ରା ଓ ପର୍ବପର୍ବାଣୀରୁ ଜଣାପଡେ । ସମୟର ପ୍ରଭାବରେ ହେଉ ବା
Read More...

ନୂଆଁଖାଇ ପାଇଁ ତିହାରୀ ବଜାର : ଚଳଚଞ୍ଚଳ ସମଗ୍ର ଅଞ୍ଚଳ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ଆଉ ମାତ୍ର ଦୁଇ ଦିନ ପରେ ପାଳିତ ହେବ ପଶ୍ମିମ ଓଡ଼ିଶାର ମହାନ କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ । ନୂଆଁଖାଇକୁ ନେଇ ଏବେ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ । ବିଶେଷକରି ତିହାରୀ ବଜାରରେ ଦେଖିବାକୁ ମିଳୁଛି ପ୍ରବଳ ଚଳଚଞ୍ଚଳତା । ଆଜି ବଙ୍ଗୋମୁଣ୍ଡା
Read More...

ଗଙ୍ଗାଧର ସାହିତ୍ୟ ଉପରେ ଆଲୋଚନା ଚକ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ବଲାଙ୍ଗିର ଶାଖା, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଡାଏଟ୍‌ର ମିଳିତ ଆନୁକୂଲ୍ୟରେ ମହାନ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସାହିତ୍ୟ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଡାଏଟ୍‌ର ଅଧ୍ୟକ୍ଷ ଡ. ଭବାନୀ
Read More...

ଆଗଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁଇ ଗୁରୁତର

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ବଲାଙ୍ଗିର ବରଗଡ଼ ଜାତୀୟ ରାଜପଥ ୨୬ ଝାରବନ୍ଧ ଲି ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ସୂଚନା ମୁତାବକ ବଲାଙ୍ଗିର ପଟୁ ଏକ ରେନଲର୍ଡ କମ୍ପାନୀ ଡଷ୍ଟର ଗାଡ଼ି ୨୬ ଈଐ ୯୭୮୩କ ଧଳାରଙ୍ଗର ଗାଡ଼ି ଝାରବନ୍ଧଲି
Read More...