ଜନସଂଖ୍ୟା ପରିବର୍ତ୍ତନ ପ୍ରସଙ୍ଗରେ ଅମିତ ଶାହଙ୍କ ସହ ଉଚ୍ଚସ୍ତରୀୟ କମିଟିର ଆଲୋଚନା

ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗସ୍ତ କରି ପ୍ରାଥମିକ ସ୍ତରରେ ତଥ୍ୟ ସଂଗ୍ରହ କରିବ ଉଚ୍ଚସ୍ତରୀୟ କମିଟିଜନସଂଖ୍ୟା ପରିବର୍ତ୍ତନ ସମ୍ପର୍କିତ ମତାମତ ସଂଗ୍ରହ ପାଇଁ କେନ୍ଦ୍ରୀୟ ମନ୍ତ୍ରଣାଳୟଗୁଡ଼ିକ ସହ ବୈଠକ କରିବ କମିଟିରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗସ୍ତ ପୂର୍ବରୁ ତଥ୍ୟ ସଂଗ୍ରହ
Read More...

ଦେଓଗାଁ ହାଇସ୍କୁଲ ପ୍ରଧାନ ଶିକ୍ଷକ ଅମ୍ବରୀଶ ଭୋଇଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମ୍ବରୀଶ ଭୋଇଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମଧୁସ୍ମିତା ଦଳେଇଙ୍କ
Read More...

୧୫୦୦ କେଜିର ଗଞ୍ଜେଇ ନଷ୍ଟ କଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ । ୧୫୦୦ କେଜିର ବେଆଇନ ଗଞ୍ଜେଇକୁ ନଷ୍ଟ କରିଛି ଜିଲ୍ଲା ପୋଲିସ । ଏନେଇ ବଲାଙ୍ଗିର ଏସ୍‌ପି ଅଭିଳାଷ ଜି ସୂଚନା ଦେଇ କହିଛନ୍ତି ଯେ, ତୁଷୁରା, ଦେଓଗାଁ ଓ ବଲାଙ୍ଗିର ଟାଉନ ଥାନା ପକ୍ଷରୁ ବିଭିନ୍ନ ସମୟରେ ଚଢ଼ାଉ କରି
Read More...

ଶିକ୍ଷକ ନିଯୁକ୍ତି ଦାବିରେ ପଞ୍ଚାୟତ ସମ୍ମୁଖରେ ଗଣଧାରଣା, ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ ହାଇସ୍କୁଲ୍ ଏବଂ ଏମ୍‌ଇ ସ୍କୁଲରେ ଦୀର୍ଘଦିନ ଧରି ଶିକ୍ଷକ ଅଭାବ ଲାଗି ରହିଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବ୍ୟାହତ ହେଉଥିବା ଅଭିଯୋଗ ହେଉଛି । ବାରମ୍ବାର ପ୍ରଶାସନକୁ ଜଣାଇବା ସତ୍ତ୍ୱେ କୌଣସି ପଦକ୍ଷେପ
Read More...

ବିଶିଷ୍ଟ ନୃତ୍ୟଶିଳ୍ପୀ ଶର୍ମିଷ୍ଠା ପ୍ରିୟଦର୍ଶନୀ ପଟ୍ଟନାୟକଙ୍କ ସଫଳତା

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ଼ର ସୁପରିଚିତ ଢାପ୍ ନୃତ୍ୟଶିଳ୍ପୀ ଶର୍ମିଷ୍ଠା ପ୍ରିୟଦର୍ଶନୀ ପଟ୍ଟନାୟକ ଅନେକ ସ୍ଥାନରେ ନିଜର ନୃତ୍ୟ ପ୍ରଦର୍ଶନ କରି ସଫଳତା ପାଇଛନ୍ତି । ସେ +୨ ସୋନପୁର ମହିଳା ମହାବିଦ୍ୟାଳୟରେ ଶେଷ କରିବା ପରେ, ବର୍ତ୍ତମାନ ଭଇଁସାରେ +୩ ଶ୍ରେଣୀରେ ଅଧ୍ୟୟନରତ ।
Read More...

ଲେଡି ଲାୟନ୍ସର ଶିଶୁ ବ୍ୟବସାୟ ମହୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଲେଡି ଲାୟନ୍ସ ତରଫରୁ ଏଫଇଟୁ ଠାରେ ଶିଶୁ ବ୍ୟବସାୟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଲେଡି ଲାୟନ୍ସର ମୁଖ୍ୟ ବନ୍ଦିତା ମାହତୋଙ୍କ ଅଧ୍ୟକ୍ଷତା ଓ କବିତା ମାହତୋଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ହରିହର ରାଉତରାୟ
Read More...

ଆମ ପୁଲିସର ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ଥାନାର ଆମ ପୁଲିସ କମିଟି ତରଫରୁ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଥାନା ପ୍ରଭାରୀ ବୈଦ୍ୟନାଥ ସାହୁଙ୍କ ଅଧ୍ୟକ୍ଷତା ଓ ଆବାହକ ଡ. ସୁମନ ଦତ୍ତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆସନ୍ତା ରଥଯାତ୍ରା ସମୟରେ ଶାନ୍ତି ଶୃଙ୍ଖଳା
Read More...

ରାଉରକେଲା ଇସ୍ପାତ କାରଖାନାର ୧୦୮୫ ଜଣ କର୍ମଚାରୀଙ୍କ ପଦୋନ୍ନତି

ରାଉରକେଲା, (ସସ୍ମିତା ପ୍ରଧାନ) : ନେତୃତ୍ୱ ବିକଶିତ କରିବା ସହ ଯୋଗ୍ୟତାକୁ ସ୍ୱୀକୃତ କରିବା ପାଇଁ ସଂଗଠନର ପ୍ରତିବଦ୍ଧତାକୁ ପ୍ରତିପାଦିତ କରି, ରାଉରକେଲା ଇସ୍ପାତ କାରଖାନା ର ୧୭୫ ଜଣ ଅଧିକାରୀଙ୍କ ସମେତ ସର୍ବମୋଟ ୧୦୮୫ ଜଣ କର୍ମଚାରୀ ଜୁନ ୩୦ ତାରିଖରେ ପଦୋନ୍ନତି ପାଇଛନ୍ତି । 'ମନ୍ଥନ'
Read More...

ଭୁଲ ପାଠ୍ୟପୁସ୍ତକ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟର ସରକାରୀ ବିଦ୍ୟାଳୟ ପାଠ୍ୟପୁସ୍ତକ (ଶ୍ରେଣୀ ୧ ରୁ ୮) ରେ ୨,୧୪୮ ଗୁରୁତର ଭୁଲ ଓ ତଥ୍ୟ ବିକୃତି ଅଭିଯୋଗ କରି ଭାରତ ମୁକ୍ତିମୋର୍ଚ୍ଚା ଓ ଭାରତୀୟ ବିଦ୍ୟାର୍ଥୀ ମୋର୍ଚ୍ଚା, ଓଡ଼ିଶା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସ୍ମାରକପତ୍ର
Read More...

ଟିଟିଲାଗଡ଼ ଲାୟନ୍ସ କ୍ଲବର ୪୮ତମ ସ୍ଥାପନା ଦିବସ ସହ ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଗୋବିନ୍ଦ ବାଟିକା ଠାରେ ଟିଟିଲାଗଡ଼ ଲାୟନ୍ସ କ୍ଲବର ୪୮ତମ ସ୍ଥାପନା ଦିବସ ଓ ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ସମାରୋହ ଭବ୍ୟ ଭାବେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ ବିଧାୟକ ତଥା
Read More...