ସିନାପାଲିରେ ରଙ୍ଗାରଙ୍ଗ ସାମୂହିକ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରମ୍ପରିକ ନୄତ୍ୟଗୀତରେ ଦୁଳୁକିଲା ମଂଚ ସିନାପାଲି, (କେପିଏନ୍‌ଏସ୍‌) : ସିନାପାଲିରେ ନୂଆଁଖାଇ ଦିନେ ଭବ୍ୟ ନୂଆଁଖାଇ ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିନାପାଲି କାପସି ସ୍ଥିତ କେପି ବାଟିକା ଠାରେ ଅନୁଷ୍ଠିତ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସିନାପାଲି ଅଞ୍ଚଳର ସମସ୍ତ ବର୍ଗର…
Read More...

ହିର୍ଲିମାଲରେ ଗଣେଶ ପୂଜା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ୍ ମୁକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ହିର୍ଲିମାଲ ଗାଁରେ ପବିତ୍ର ଗଣେଶ ପୂଜା ଅବସରରେ ସୋମବାର ସନ୍ଧ୍ୟାରେ ସମ୍ବଲପୁରୀ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୨୦ଟି ଦଳ ଅଂଶଗ୍ରହଣ କରିଥିଲେ । ଏହି…
Read More...

ହରଗୌରୀ ଯୁବକ ସଂଘର ୧୨ ତମ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ହରଗୌରୀ ଯୁବକ ସଂଘର ୧୨ ତମ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ । ଏହି ଅବସରରେ ବିଭିନ୍ନ ଖେଳକୁଦ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଥମ ସ୍ଥାନ ଲବ୍‌ଲି ବେହେରା, ଦ୍ୱିତୀୟ ସ୍ଥାନ ଶୁଡ୍ରା ଡାନ୍ସ ଗ୍ରୁପ, ତୃତୀୟ ସ୍ଥାନ ତିଥି…
Read More...

ହରଭଙ୍ଗାରେ ନୂଆଁଖାଇ ଭେଟଘାଟ

ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା ଲୋଇସିଂହା. (କେପିଏନ୍‌ଏସ୍‌) : ପବିତ୍ର ନୂଆଁଖାଇ ପର୍ବ ଅବସରରେ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ହରଭଙ୍ଗା ଗ୍ରାମରେ ‘ନୂଆଁଖାଇ ଭେଟଘାଟ’ କାର୍ଯ୍ୟକ୍ରମ ଉତ୍ସାହ, ଉଦ୍ଦୀପନା ଓ ଆନନ୍ଦମୟ…
Read More...

ଜଳେଶ୍ୱର ପୀଠ ସାନଟିକାରେ ନୂଆଁଖାଇ ଭେଟ : ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ପ୍ରସିଦ୍ଧ ଜଳେଶ୍ୱର ଶୈବପୀଠ ସାନଟିକାରେ ଆଜାଦ ୟୁଥ କ୍ଲବ ଏବଂ ଗଣେଶ ପୂଜା କମିଟି ତରଫରୁ ନୂଆଁଖାଇ ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ ବରିଷ୍ଠ ଶିକ୍ଷକ ସନ୍ତୋଷ କୁମାର ସାହୁ, ସଚ୍ଚିଦାନନ୍ଦ ପଧାନ,…
Read More...

କଣ୍ଟାବାଞ୍ଜି ବୈଷୟିକ ମହାବିଦ୍ୟାଳୟରେ ବିଘ୍ନରାଜ ଗଣେଶଙ୍କ ପୂଜା ମହାସମାରୋହରେ ପାଳିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜି ବୈଷୟିକ ମହାବିଦ୍ୟାଳୟରେ ବିଘ୍ନରାଜ ଶ୍ରୀଗଣେଶଙ୍କ ପୂଜା ମହାସମାରୋହରେ ଭକ୍ତି ଓ ଉତ୍ସାହର ସହ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ନୂତନ ଏକାଡେମୀ କୋଠାର ଶ୍ରେଣୀକକ୍ଷ ପରିସରରେ ଏହି ପବିତ୍ର ପୂଜାର ଆୟୋଜନ କରାଯାଇଥିଲା । ମହାବିଦ୍ୟାଳୟ…
Read More...

ରାଉରକେଲା ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା ଜୁନିୟର ଓ ସିନିୟର ବର୍ଗର ଏଲିମିନେସନ୍ ରାଉଣ୍ଡ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ବିଶ୍ରା ଛକ ସ୍ଥିତ ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିଅମ ଠାରେ ଚାଲିଥିବା ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା ଗତକାଲି (ସେପ୍ଟେମ୍ବର ୧୪ ତାରିଖ)ରେ ଆରମ୍ଭ ହୋଇଯାଇଛି । ପ୍ରଥମ ଦିନରେ ମହିଳା ଓ ପୁରୁଷ (ଜୁନିୟର ଏବଂ ସିନିୟର) ଉଭୟ…
Read More...

ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ଚତୁର୍ଥୀ ପାଇଁ ଡେଲାଙ୍ଗ ଉତ୍ସବ ମୁଖର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭାଦ୍ରବ ଶୁକ୍ଳ ଚତୁର୍ଥୀକୁ ଆମେ ଗଣେଶ ଚତୁର୍ଥୀ ଭାବେ ପାଳନ କରୁ । ପାର୍ବତୀ ନନ୍ଦନ ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ଏହି ଜନ୍ମଦିବସକୁ ଆମେ ଗଣେଶ ଚତୁର୍ଥୀ ରୂପେ ପାଳନ କରି ସିଦ୍ଧି ଦାତା ଶ୍ରୀଗଣେଶଙ୍କୁ ପୂଜା କରିଥାଉଁ । ଶ୍ରୀଗଣେଶ ହେଉଛନ୍ତି ବିଦ୍ୟାର…
Read More...

ଜିଜ୍ଞାସା ଶିକ୍ଷାକେନ୍ଦ୍ରରେ ଗଣେଶ ପୂଜା ପାଳିତ

ଭୋଗରାଇ (କେପିଏନ୍‌ଏସ୍‌) : ଭୋଗରାଇ ବ୍ଲକ ଦହମୁଣ୍ଡାସ୍ଥିତ ଯୁକ୍ତ ଦୁଇ କଳା ଏବଂ ଉଚ୍ଚ ବିଦ୍ୟାଳୟ ଜିଜ୍ଞାସା ଶିକ୍ଷାକେନ୍ଦ୍ରରେ ବାବା ଗଣେଶଙ୍କ ପୂଜା ପାଳିତ ହୋଇଯାଇଛି । ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ଡଃ. ଶିବନାରାୟଣ ପାତ୍ର, ଶିକ୍ଷକ ସଞ୍ଜୀବ ଜେନା, ଜୟଦେବ ଦାସ, ଫନିଭୂଷଣ ମହାନ୍ତି ପ୍ରମୁଖ…
Read More...

ବଲାଙ୍ଗିରରେ ମା’ ପାଟଣେଶ୍ୱରୀଙ୍କ ପାଖରେ ପହଞ୍ଚିଲା ନୂଆ ଧାନ ଓ ପାହୁର

ବଲାଙ୍ଗିର, (କେପିଏନ୍‌ଏସ୍‌) : ନୂଆଁଖାଇ ପାଇଁ ଚଳଚଞ୍ଚଳ ବଲାଙ୍ଗିର ସହର । ପୁରପଲ୍ଲୀରେ ନୂଆଁଖାଇର ଉତ୍ସାହ ମଧ୍ୟରେ ଜୀବନ୍ତ ହୋଇଛି ପଶ୍ଚିମ ଓଡ଼ିଶାର ପ୍ରାଚୀନ ପରମ୍ପରା । ପାଟଣା ବା କୋଶଳ ରାଜ୍ୟର ଇଷ୍ଟଦେବୀ ତଥା ୪୮ ପାଟର ଅଧିଷ୍ଠାତ୍ରୀ ଦେବୀ ମା' ପାଟଣେଶ୍ୱରୀଙ୍କ ନିକଟକୁ ପହଞ୍ଚିଛି ନୂଆ…
Read More...