pakka

ଶାନ୍ତି ତପୋବନ ଆଶ୍ରମରେ ଯୋଗ ଶିବିର ଉଦଯାପିତ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଚକରକେନ୍ଦ ସ୍ଥିତ ଶାନ୍ତି ତପୋବନ ଆଶ୍ରମ ପରିସରରେ ଚାଲିଥିବା ଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି । ଏଥିରେ ଆଶ୍ରମରେ ବସବାସ କରୁଥିବା ମାତୃଛାୟା, ବାନପ୍ରସ୍ଥ ଅନ୍ତେବାସୀ ମାନେ ଅଂଶ ଗ୍ରହଣ କରିଥିଲେ । ଆର୍ଟ ଅଫ୍‌ ଲିଭିଙ୍ଗ୍‌ ବରଗଡ଼ ଜିଲ୍ଲା ଶାଖା ପକ୍ଷରୁ ଗତ ୭ତାରିଖରୁ ଆରମ୍ଭ ହୋଇଥିଲା । ଉକ୍ତ ଶିବିର ରେ ଯୋଗ, ପ୍ରାଣାୟାମ, ସତସଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହେଉଥିଲା । ଆୟୁର୍ବେଦ ଡାକ୍ତର ଅଶ୍ବିନୀ ଭୋଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ପ୍ରତ୍ୟେକ ଦିନ ଆଶ୍ରମର ମୁଖ୍ୟ ଦେବଦତ୍ତ ତ୍ରିପାଠୀ, ପରିଚାଳକ ଲବଙ୍ଗ ସାହୁ ଓ ସଂଧ୍ୟା ମିଶ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଥିଲେ ।

Leave A Reply

Your email address will not be published.

6 + nine =