ଘନଘୋର ଆର୍ଥିକ ସଂକଟ ପରେ ପାକିସ୍ତାନରେ ‘ବିଦ୍ୟୁତ୍’ ଝଟ୍‌କା : ଅସଂଭାଳ ଗ୍ରୀଷ୍ମରେ ଘନଘନ ବିଦ୍ୟୁତ୍ କାଟ

ଇସଲାମାବାଦ : ଘନଘୋର ଆର୍ଥିକ ସଂକଟ ପରେ ପାକିସ୍ତାନରେ ‘ବିଦ୍ୟୁତ୍’ ଝଟ୍‌କା ଦେଖିବାକୁ ମିଳିଛି । ଅସଂଭାଳ ଗ୍ରୀଷ୍ମରେ ଘନଘନ ବିଦ୍ୟୁତ୍ କାଟ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଆର୍ଥିକ ଦୃଷ୍ଟିରୁ ପାୱାର କଟ୍ ଏବେ ବଡ ସମସ୍ୟା ହୋଇ ଠିଆ ହୋଇଛି । ପ୍ରବଳ ଉତ୍ତାପରେ ପାକିସ୍ତାନରେ ପ୍ରତିଦିନ ପ୍ରାୟ ୧୫ ଘଣ୍ଟା ପାୱାର କଟ୍ ଚାଲିଛି । ପାକ୍‌ ମିଡିଆ ଅନୁଯାୟୀ କରାଚି, ଲାହୋର, ରାୱଲପିଣ୍ଡି, କ୍ୱେଟ୍ଟା, ପେଶାୱର, ମୁଲତାନ, ବଦିନ, ସ୍ୱାତ ସହର ଏବଂ ଦେଶର ଅନ୍ୟ ସହରରେ ଏକ ଦୀର୍ଘକାଳୀନ ପାୱାର କଟ୍ ଜାରି ରହିଛି ।

Leave A Reply

Your email address will not be published.