ଧର୍ମଗଡ଼ରେ ଘଡ଼ଘଡି ପବନ ସହ ପ୍ରବଳ କୁଆପଥର ବର୍ଷା

କଳାହାଣ୍ଡି, (ପି. କେ. ସାହୁ) : ଆଜି ଧର୍ମଗଡ଼ରେ ଘଡ଼ଘଡି ପବନ ସହ ପ୍ରବଳ କୁଆପଥର ବର୍ଷା ହେଉଥିବା ଖବର ମିଳିଛି । ଏହି ବର୍ଷା ଯୋଗୁଁ ଧର୍ମଗଡ଼ବାସୀ କିଛି ପାରିମାଣରେ ଗରମ ଓ ଗୁଳୁଗୁଳିରୁ ରକ୍ଷା ପାଇଛନ୍ତି ବୋଲି ମତ ପ୍ରକାଶ ପାଉଛ । ଜୁନାଗଡ଼, ଧର୍ମଗଡ଼ ତଥା ଆଖପାଖ ଅଞ୍ଚଳରେ ଜୋରରେ ପବନ ହେବା ସହିତ ପ୍ରବଳ ପରିମାଣରେ କୁଆପଥର ବର୍ଷା ହୋଇଛି । ଏତେ ପରିମାଣରେ ବର୍ଷା ହୋଇଥିବାରୁ ଖରାର ପ୍ରଭାବ ଟିକେ କମିଯିବ ବୋଲି ଧର୍ମଗଡ଼ବାସୀ ଆଶା ରଖିଛନ୍ତି ।

Leave A Reply

Your email address will not be published.

error: Content is protected !!