jsm

ବଲାଙ୍ଗିର ବିଜୁ ଜନତା ଦଳ ତରଫରୁ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ଠାରେ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ

csstore

ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ଠାରେ ବଲାଙ୍ଗିର ବିଜୁ ଜନତା ଦଳ ତରଫରୁ ପ୍ରବାଦ ପୁରୁଷ, ମହାନ୍ ଜନନାୟକ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଶିଶୁ ଉଦ୍ୟାନଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ବିଜୁ ପ୍ରେମୀ ମାନେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ । ଏଥିରେ ବିଜୁ ଜନତା ଦଳର ରାଜେନ୍ଦ୍ର ହୋତା, ଗାୟତ୍ରୀ ଭୋଇ, ଦମୟନ୍ତୀ ବାଗ, ଟୀମା ମହାନ୍ତି, ବିଭୂତି ଭୂଷଣ ମିଶ୍ର, ବିଜୟ ସା, ଜିତେନ୍ଦ୍ର ମିଶ୍ର, ଶତୃଘ୍ନ ବାଗ, ସତ୍ୟ ନାଏକ, ଜୟରାମ ମିଶ୍ର, ପ୍ରଦୀପ ସାହୁ, ଟୁନା ସାହୁ, ଚାଇନା ମେହେର, ସୁମନ ନନ୍ଦ, ଗଙ୍ଗାଧର ଚାନ୍ଦ, ନନ୍ଦିନୀ ପୋଢ ପ୍ରମୁଖ ବିଜୁ ପ୍ରେମୀ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.