ବନ୍ଧୁକ ଦେଖାଇ ଲୁଟ୍ ଅଭିଯୋଗ

ରାୟଗଡ଼ା : ଆନ୍ଧ୍ରର ଜଣେ ବ୍ୟବସାୟୀଙ୍କଠାରୁ ବନ୍ଧୁକ ଦେଖାଇ ୯୦୦ ଗ୍ରାମ ସୁନା ଓ ୯ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ରାୟଗଡ଼ା ଜିଲ୍ଲା ସେସଖାଲ ଥାନା ଜିମିମିଡ଼ିପେଣ୍ଟ ନିକଟରେ ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ୍ ଅଞ୍ଚଳର ଜଣେ ସୁନା ବେପାରୀଙ୍କ ନିକଟରୁ ଦୁଇଜଣ ମୁଖପିନ୍ଧା ଦୁର୍ବୃତ୍ତ ୯୦୦ ଗ୍ରାମ ସୁନା ଓ ୯ ଲକ୍ଷ ଟଙ୍କା ଲୁଟି ନେଇଥଲେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

Leave A Reply

Your email address will not be published.