csstore

ବାଇକ ଲୁଟେରାକୁ ଧରି ପୋଲିସ ହାତରେ ଜିମା ଦେଲେ ସ୍ଥାନୀୟ ଲୋକେ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ସହର ମଧ୍ୟସ୍ତ ଲଷ୍ମୀ ବଜାର ଜନ ଗହଳିପୂର୍ଣ୍ଣ ରାସ୍ତା କଡ଼ର ଏକ ଦୋକାନରେ ଜଣେ ଗ୍ରାହକ ବାଇକ ରଖି ଜିନିଷ କିଣୁଥିବା ବେଳେ ଜଣେ ବାଇକ ଲୁଟେରା ବାଇକର ଚାବି ଖୋଲି ଗାଡିଟିକୁ ନେବା ପାଇଁ ଚେଷ୍ଟା କରୁଥିବା ସମୟରେ ସ୍ଥାନୀୟ ଯୁବକମାନେ ତାକୁ କାବୁ କରିଛନ୍ତି । ଚକମା ଦେଇ ଚାଲିଯିବାକୁ ଚେଷ୍ଟା କରୁଥିବା ସମୟରେ ଲୁଟେରାକୁ କାବୁ କରି ଟାଉନ ଥାନାରେ ଲୁଟେରାକୁ ନେଇ ଜିମା ଦେଇଥିଲେ । ପୋଲିସ ଲୁଟେରାକୁ ନେଇ ତଦନ୍ତ ଚଳାଇଥିବା ସୂଚନା ମିଳିଛି । ଲଷ୍ମୀ ବଜାରଠାରେ ଏହି ଘଟଣାକୁ ନେଇ କିଛି ସମୟ ଉତେଜନା ଦେଖିବାକୁ ମିଳିଥିଲା ।

jayashree
Leave A Reply

Your email address will not be published.