ଶ୍ରୀଜଗନ୍ନାଥ ସଂସ୍କୃତି କଳାକୃତି ଗ୍ୟାଲେରୀର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପବିତ୍ର ଓଡ଼ିଶା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ଵର କଳାଭୂମି ପରିସରରେ ନିର୍ମିତ ଶ୍ରୀଜଗନ୍ନାଥ ସଂସ୍କୃତି କଳାକୃତି ଗ୍ୟାଲେରୀର ଲୋକାର୍ପଣ କରିବେ । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.