ଚଳିତ ଆର୍ଥିକ ବଜେଟରେ ‘ଜଳ ଜୀବନ ମିଶନ’ ଓ ‘ବସୁଧା’ ଯୋଜନା ପାଇଁ ୮,୨୫୦ କୋଟିରୁ ଅଧିକ ଆବଣ୍ଟିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ଲାଗି ଚଳିତ ଆର୍ଥିକ ବଜେଟରେ ‘ଜଳ ଜୀବନ ମିଶନ’ ଓ ‘ବସୁଧା’ ଯୋଜନା ପାଇଁ ୮,୨୫୦ କୋଟିରୁ ଅଧିକ ଆବଣ୍ଟିତ ହୋଇଛି । ଏଥିସହ ୨୦୨୪ ସୁଦ୍ଧା ଗ୍ରାମାଞ୍ଚଳର ପ୍ରତି ପରିବାରକୁ ପାଇପ ଜଳ ସଂଯୋଗ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.