ଜଳସେଚିତ ହେବ ମୟୂରଭଞ୍ଜର ୮୧୮୧.୩୨୯ ହେକ୍ଟର ଜମି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୟୂରଭଞ୍ଜରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ବଇଶିଙ୍ଗା ଶାଖା କେନାଲର ୩୦.୦୦ କି.ମିରୁ ୪୦.୦୦କି.ମି ପର୍ଯ୍ୟନ୍ତ ସିମେଣ୍ଟ କଂକ୍ରିଟ ଲାଇନିଙ୍ଗ ଓ ସର୍ଭିସ ରୋଡ ନିର୍ମାଣ ପାଇଁ କ୍ୟାବିନେଟ ପକ୍ଷରୁ ୯୨.୭୪ କୋଟିର ଖର୍ଚ୍ଚ ଅଟକଳ ଅନୁମୋଦିତ ହୋଇଛି । ଏହାଦ୍ୱାରା ଜିଲ୍ଲାର ୮୧୮୧.୩୨୯ ହେକ୍ଟର ଜମି ଜଳସେଚିତ ହେବ । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.