‘ସମଲେଇ’ ଯୋଜନା ପାଇଁ ଖର୍ଚ୍ଚ ଆବଣ୍ଟିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମା’ ସମଲେଶ୍ଵରୀ ମନ୍ଦିର କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାବିନେଟ ବୈଠକରେ ୧୧୪.୨୦ କୋଟି ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପରେ ପର୍ୟ୍ୟଟକଙ୍କ ପାଇଁ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ସହ ମନ୍ଦିର ପରିସରର ଭିତ୍ତିଭୂମି ଓ ବିଭିନ୍ନ ସୁବିଧାର ବିକାଶ ଦିଗରେ ସରକାର ପଦକ୍ଷେପ ନେଉଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.