ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲାର ୩ଟି ବ୍ଲକରେ ନୂତନ ଭାବେ ବ୍ଲକ ଚେୟାର୍ମେନ ନିର୍ବାଚିତ ହୋଇ ଯାଇଛନ୍ତି । କଣ୍ଟାମାଲରୁ ସସ୍ମିତା ସେନାପତି ଦ୍ୱିତୀୟ ଥର ପାଇଁ ଅଧ୍ୟକ୍ଷ ହୋଇଥିବା ବେଳେ ବୌଦ୍ଧ ବ୍ଲକରୁ ଯୁବ ନେତା ପ୍ରତ୍ୟୁଷ ପ୍ରିୟଦର୍ଶୀ (ବବି) ଅଧ୍ୟକ୍ଷ ପଦ ହାତେଇଛନ୍ତି । ହରଭଙ୍ଗାରୁ ସ୍ନେହଲତା ପ୍ରଧାନ ନିର୍ବାଚିତ ହୋଇଛନ୍ତି ।