ପ୍ରାଥମିକ ସ୍କୁଲ ଖୋଲାଯିବାର ପ୍ରଥମ ଦିନରେ ଖେଳକୁଦ ତଥା ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପ୍ରାଥମିକ ସ୍କୁଲ ଖୋଲାଯିବାର ପ୍ରଥମ ଦିନରେ କୁନି କୁନି ପିଲାଙ୍କ ଠାରେ ଅଫୁରନ୍ତ ଉତ୍ସାହ ଦେଖିବାକୁ ମିଳିଥିଲା । @SMEOdisha ପକ୍ଷରୁ ସ୍କୁଲଗୁଡିକୁ ରଙ୍ଗ ବେରଙ୍ଗ ବେଲୁନ୍ ତଥା ଫୁଲରେ ସଜ୍ଜିତ କରି ସୁନ୍ଦର ବାତାବରଣ ପ୍ରସ୍ତୁତ କରାଯାଇଥିଲା । କୋଭିଡ୍ ନିୟମ ଅନୁପାଳନ ସହ ଖେଳକୁଦ ତଥା ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.