ଏଥର ଜାଗରରେ ସ୍ୱର୍ଣ୍ଣ ନାଗାଭରଣ ବେଶରେ ଦର୍ଶନ ଦେବେ ଚନ୍ଦ୍ରଶେଖର

ଢେଙ୍କାନାଳ, (ତାପସ ଦାସ) : ଆଜି ଢେଙ୍କାନାଳ ଜିଲ୍ଲା ଜାଗର ଯାତ୍ରାରେ ଢେଙ୍କାନାଳର ପ୍ରସିଦ୍ଧ କପିଳାଶରେ ପ୍ରଭୁ ଚନ୍ଦ୍ରଶେଖରଙ୍କୁ ସ୍ୱର୍ଣ୍ଣ ନାଗାଭାରଣ ବେଶରେ ଦର୍ଶନ କରିବେ ଢେଙ୍କାନାଳବାସୀ । ଫାଲ୍‌ଗୁନ ମାସ କୃଷ୍ଣ ପକ୍ଷ ଚର୍ତୁଦଶୀ ତିଥିରେ ମହାଶିବରାତ୍ରି ପୂଜା ହୋଇଥାଏ । ଏହା ଓଡିଶାର କପିଳାଶ ପୀଠରେ ଧୂମ୍‌ ଧାମ୍‌ରେ ପାଳନ କରାଯାଏ ।

Leave A Reply

Your email address will not be published.