ଚାଷୀଙ୍କୁ ଠକୁଛି ବେପାରୀ

ଢେଙ୍କାନାଳ, (ତାପସ ଦାସ) : ଚାଷୀଙ୍କୁ ଠକୁଛି ବେପାରୀ । ବାରୁଆଁର ଧାନମଣ୍ଡିରେ ୯ କିଲୋ ଧାନ କାଟୁଥିବା ଅଭିଯୋଗ କରି ଚାଷୀମାନେ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ଦାବୀପତ୍ର ଦେବା ସହ ଚେତାବନୀ ଦେଇ କହିଛନ୍ତିି ଯେ, ଯଦି ଏମିତି ଆଗକୁ ହୁଏ ତେବେ ରାସ୍ତାରୋକ କରିବାକୁ ପଛେଇବନି ଚାଷୀ । ପ୍ରାୟ କୁଇଣ୍ଟାଲ ଧାନରୁ ଦଲାଲମାନଙ୍କ ଯୋଗୁଁ କୁଇଣ୍ଟାଲ ପ୍ରତି ଚାଷୀଙ୍କୁ ୧୪୦୦ଟଙ୍କା କମ ଦେଉଛନ୍ତି, କାହିଁକି ବୋଲି ଜିଲ୍ଲାପାଳଙ୍କ ପାଖରେ ଚାଷୀ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.