ଜରି ଗୋଟାଳି ପାଲଟିଥିବା ଜଟଣୀର ଜଣେ ଛାତ୍ରଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଠପଢା ପାଇଁ ସହାୟତା ପ୍ରଦାନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆର୍ଥିକ ଅନାଟନ ଯୋଗୁଁ ପାଠପଢା ଛାଡି ଜରି ଗୋଟାଳି ପାଲଟିଥିବା ଜଟଣୀର ଜଣେ ଛାତ୍ରଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଠପଢା ପାଇଁ ସହାୟତା ପ୍ରଦାନ କରାଯାଇଛି । ଷଷ୍ଠ ଶ୍ରେଣୀରେ ତାଙ୍କ ନାମ ଲେଖାଇବା ସହ ପୁସ୍ତକ, ସ୍କୁଲ୍ ଡ୍ରେସ୍ ଆଦି ପ୍ରଦାନ କରାଯାଇଛି । ସେହିପରି ତାଙ୍କ ପରିବାରକୁ ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.