ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ : ନିର୍ବାଚନ ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ପ୍ରଦାନ

ସିନ୍ଧେକେଲା : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍‌ ଅଞ୍ଚଳର ଠେମରା ପଞ୍ଚାୟତ ଓ ସିନ୍ଧେକେଲା ଟାଉନରେ ଗତକାଲି ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି । ଟିଟିଲାଗଡ଼ ଏସ୍‌ଡ଼ିପିଓ ସୁରେନ୍ଦ୍ରନାଥ ଶତପଥୀ ଓ ସିନ୍ଧେକେଲା ଥାନା ଅଧିକାରୀ ଆଲୋକ ବେହେରାଙ୍କତ୍ତତତ୍ତ୍ୱାବଧାନରେ ଏହି ଫ୍ଲାଗମାର୍ଚ୍ଚ କରାଯାଇଥିଲା । ଏହି ଫ୍ଲାଗମାର୍ଚ୍ଚରେ ଦୁଇ ପ୍ଲାଟୁନ ଆଇଆର୍‌ବି ପୁଲିସଫୋର୍ସ ଠେମରା, ସିନ୍ଧେକେଲା ରାସ୍ତାରେ ବୁଲି ଲୋକଙ୍କୁ ନିର୍ବାଚନ ସମ୍ବନ୍ଧୀୟ ନିର୍ବାଚନ ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.