oom

ଚଙ୍ଗରିଆ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ଲଢ଼ୁଛନ୍ତି ଟିଲୁ : ଜୋର୍ ଧରୁଛି ପ୍ରଚାର

jsmm

ପାଟଣାଗଡ଼, (କେପିଏନଏସ୍) : ଚଙ୍ଗରିଆ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ଲଢ଼ୁଛନ୍ତି ଗୁଣନିଧି ରଥ(ଟିଲୁ)। ଜଣେ ଯୁବ ସମାଜସେବୀ ଭାବେ ସେ ଚଙ୍ଗରିଆ ପଞ୍ଚାୟତ ଅଞ୍ଚଳରେ ବେଶ୍ ଜଣାଶୁଣା ରହି ଆସିଥିବା ବେଳେ ତାଙ୍କ ବିଜୟ ପାଇଁ ଅଣ୍ଟା ଭିଡିଛନ୍ତି ଯୁବକମାନେ। ଏବେ ଟିଲୁଙ୍କ ପ୍ରଚାର ଅଞ୍ଚଳରେ ଜୋର୍ ଧରିଥିବା ଆଲୋଚନା ହେଉଛି।

jittmm
Leave A Reply

Your email address will not be published.