ଭୁବନେଶ୍ୱର, (କେପିଏନ୍ଏସ୍) : ଏଟିଏମ୍ ଲୁଟ ଉଦ୍ୟମ ପଣ୍ଡ ହୋଇଥିବା ବେଳେ ଲୋକେ ଆସିଯିବାରୁ ୨ ଲୁଟେରା ଫୋରାର ମାରିଥିବା ଜଣାପଡିଛି । ସୂଚନା ଅନୁସାରେ ସ୍ଥାନୀୟ ବାଳକାଟି ବସଷ୍ଟାଣ୍ଡ ନି୍ଟ ଏଟିଏମ୍ର ସିସିଟିଭିକୁ ପଥର ସାହାଯ୍ୟରେ ଭାଙ୍ଗି ଲୁଟ ଉଦ୍ୟମ କରୁଥିବା ବେଳେ ଲୋକେ ଆସି ଯିବାରୁ ୨ ଲୁଟେରା ଚମ୍ପଟ ମାରିଥିଲେ ବୋଲି ସୂଚନାରେ କୁହାଯାଇଛି ।