ବୁଢାରଜା କ୍ରିକେଟ ଏସୋସିଏସନ୍‌ ପକ୍ଷରୁ ଆୟୋଜିତ କ୍ରିିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ଗିଧମାଲ ଚାମ୍ପିୟାନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଗାଇସିଲାଟ ବ୍ଲକ ଅନ୍ତର୍ଗତ ଗିଧମାଲ ଗ୍ରାମରେ ବୁଢାରଜା କ୍ରିକେଟ ଏସୋସିଏସନ୍‌ ପକ୍ଷରୁ ଆୟୋଜିତ କ୍ରିିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଯାପିତ ହୋଇଯାଇଛି । ଏହି ଉଦ୍‌ଯାପନୀ ମ୍ୟାଚ୍‌ ଗିଧମାଲ ଏବଂ ବାନୁପାଲି ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଗିଧମାଲ ଦଳ ବିଜୟ ହୋଇ ପୁରସ୍କୃତ ହୋଇଥିଲା ।

Leave A Reply

Your email address will not be published.