pakka

କବିତା : ପ୍ଲାଷ୍ଟିକ୍‌ ହୃଦୟ

bbehera
  • ବିପିନ ଆଚାର୍ଯ୍ୟ

ଏଛ୍‌ନି
ବହୁତ୍ ଜରୁରୀ ଗୁଟେ ପ୍ଲାଷ୍ଟିକ୍
ହ୍ରୁଦୟ ।

ସଭେ ପିନ୍ଧ୍‌ଲେନ’ ।
ଜଲ୍‌ଦି ଘିନି ପକ। ।

କେନ ମିଲବା..?
ଗାଁ ସହର୍
ସବୁଆଡେଁ ।
ଫୁଟ ପାଥ୍ ନ ବି ।
ମୁଲାବାର୍ କେ ନାଇଁ ପଡେ,
ବହୁତ ଶସ୍ତା ।।

ମୋ.ନଂ. : ୮୯୧୭୩୫୪୫୪୧

Leave A Reply

Your email address will not be published.

thirteen + 8 =