ଭିତରକନିକାରେ ଆରମ୍ଭ ହେଲା ପକ୍ଷୀ ଗଣନା କାର୍ଯ୍ୟ

ପଟ୍ଟାମୁଣ୍ଡାଇ : ଆଜିଠାରୁ ଭିତରକନିକା ଅଭୟାରଣ୍ୟରେ ଆରମ୍ଭ ହେଲା ପକ୍ଷୀ ଗଣନା କାର୍ଯ୍ୟ । ଏହି ଗଣନା କାର୍ୟ୍ୟରେ ୧୬ଟି ଟିମ୍‌ ନିୟୋଜିତ ଥିବାବେଳେ ପ୍ରତ୍ୟେକ ଟିମ୍‌ରେ ୪ରୁ ୫ ଜଣ ଲେଖାଏଁ କର୍ମଚାରୀ ରହିଥିବା ସୂଚନା ରହିଛି । ଏହି କାର୍ଯ୍ୟ ପାଇଁ ଚଳିତ ବର୍ଷ କଲେଜର ଛାତ୍ରଛାତ୍ରୀ ମାନଙ୍କୁ ସାମିଲ କରାଯାଇଥିବା ବେଳେ ଗତକାଲି ତାଙ୍କୁ ଏହି କାର୍ଯ୍ୟ ବିଷୟରେ ତାଲିମ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.