ଓଡ଼ିଶାରେ ପାଦ ଦେଲାଣି ଓମିକ୍ରନ : ସତର୍କତା ନିହାତି ଆବଶ୍ୟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ଭୂତାଣୁର ନୂଆ ରୂପ ଓମିକ୍ରନ୍ ଅଧିକ ସଂକ୍ରମଣଶୀଳ ହୋଇଥିବା ବେଳେ ଓଡ଼ିଶାରେ ଆଜି ୨ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଓମିକ୍ରନ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସମସ୍ତେ ସତର୍କ ହେବା ଆବଶ୍ୟକ । ସରକାରଙ୍କ ଦ୍ଵାରା ଜାରି କରାଯାଇଥିବା କୋଭିଡ୍ ନିୟମ ପାଳନ କରିବା ସହ ଭିଡ ମଧ୍ୟରେ ଦୁଇ ମିଟର ଦୂରତା ବଜାୟ ରଖିବା ନିହାତି ଆବଶ୍ୟକ । ମାସ୍କ୍ ସଠିକ୍ ଭାବରେ ପିନ୍ଧବା ନିହାତି ଜରୁରୀ । ସଚେତନତା ହିିଁ ଓମିକ୍ରନ୍‌ ଠାରୁ ରକ୍ଷା ପାଇବାର ବାଟ ।

Leave A Reply

Your email address will not be published.