csstore

ଖପ୍ରାଖୋଲରେ ଭାରତୀୟ ଜନତା ପାର୍ଟି ତରଫରୁ ୧୨ ଘଣ୍ଟା ବନ୍ଦ ପାଳନ

ଖପ୍ରାଖୋଲ, (ଅଶୋକ ବାଗ) : ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡର ଖୁଲାସା ହେବାପରେ, ବଲାଙ୍ଗିର ଜିଲ୍ଲା ବିଜେପି ତରଫରୁ ଦୋଷୀ ମାନଙ୍କୁ ଦଣ୍ଡିତ କରିବା ଦାବୀରେ ଆଜି ସମଗ୍ର ବଲାଙ୍ଗିର ଜିଲ୍ଲା ୧୨ ଘଣ୍ଟା ବନ୍ଦ ରହିଥିବା ବେଳେ ଏହାର ପ୍ରଭାବରେ ଖପ୍ରାଖୋଲ ବ୍ଲକର ସମସ୍ତ ଦୋକାନ ବଜାର, ସରକାରୀ ବେସରକାରୀ ଅନୁଷ୍ଠାନ ଗୁଡିକ ବନ୍ଦ ଦେଖିବାକୁ ମିଳିଥିଲା । ଏହି ବନ୍ଦରେ ଖପ୍ରାଖୋଲ ଭାରତୀୟ ଜନତା ପାର୍ଟି ସଂଗଠନର ସଭାପତି ଦେବକାନ୍ତ ପାଣିଗ୍ରାହୀ, ସଚିବ ସତ୍ୟାନନ୍ଦ ସେନ୍ଦରିଆ, କର୍ଣ୍ଣ ସିଂ ଠାକୁର, ଦେବାନନ୍ଦ ଭୋଇ ଓ କର୍ମୀ ମାନେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ସହିତ ବନ୍ଦପାଳନ କରିଥିଲେ ।

jayashree
Leave A Reply

Your email address will not be published.