csstore

ସଂକ୍ରାନ୍ତି ଉପଲକ୍ଷେ ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ

ବିଜେପୁର, (ନିରୋଜ କୁମାର ପାଣୀ) : ବିଜେପୁର୍ ବ୍ଳକ୍ ଅନ୍ତର୍ଗତ ଖରମୁଣ୍ଡା ଗ୍ରାମଠାରେ ଶ୍ରୀ ଶ୍ରୀ ଜଗନ୍ନାଥ ରଘୁନାଥ ସତ୍‌ସଙ୍ଗ୍ ମଣ୍ଡଳୀ ଓ ଖରମୁଣ୍ଡା ଆନୁକୂଲ୍ୟରେ ତୁଳା ଗର୍ଭଣା ସଂକ୍ରାନ୍ତି ଉପଲକ୍ଷେ ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ବିଜେପୁର ବିଧାୟିକା ରୀତା ସାହୁ, ମୁଖ୍ୟବକ୍ତା ଭାବେ ପଦ୍ମଶ୍ରୀ ହଳଧର ନାଗ୍, ସମ୍ମାନିତ ଅତିଥି ଭାବେ ବିଜୁ ଯୁବ ଜନତା ଦଳ ସଭାପତି ସର୍ଜନ ଚିର୍‌ଗୁଣ, ବିଜେଡି ମହିଳା ଜିଲ୍ଲା ସୋସିଆଲ୍ ମିଡ଼ିଆ ସମ୍ପାଦିକା ରଶ୍ମିତା ମେହେର, ଲକ୍ଷ୍ମୀଧର ବେହେରା, ସତ୍‌ସଙ୍ଗ ମଣ୍ଡଳୀ ସଭାପତି ଶ୍ରୀପତି ବିଶ୍ବାଲ, ସମ୍ପାଦକ ଗୌତମ ଗଡତିଆ, ଦୁର୍ଯ୍ୟୋଧନ ଡନସନା, ବିଷ୍ଣୁ ମହାପାତ୍ର, ପଞ୍ଚାନନ୍ ପଧାନ, ଦିଲ୍ଲୀପ ପଧାନ ଓ ଲାଲୁ ବରିହା ଉପସ୍ଥିତ ରହିଥିଲେ ।

jayashree
Leave A Reply

Your email address will not be published.