csstore

ଜେଏମ୍‌ଏଫ୍‌ସି ତଥା ତାଲୁକ୍ ଆଇନ ସେବା ସମିତି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ

ମ.ରାମପୁର, (ହେମନ୍ତ ସାହୁ) : ସାଇଦାଲଙ୍ଗା ଗ୍ରାମ ପଞ୍ଚାୟତ ସଭାଗୃହରେ ଜାତୀୟ ଆଇନ ପ୍ରାଧିକରଣ ସହାୟତାରେ ଜେଏମ୍‌ଏଫ୍‌ସି ତଥା ତକୁକ୍ ଆଇନ ସେବା ସମିତି ତରଫରୁ ପଞ୍ଚାୟତ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ତଥା ଆଇନ ପରାମର୍ଶ ଦାତା ଯତୀନ କୁମାର ସାହୁ, ସମାଜସେବୀ ତଥା ମହାଶକ୍ତି ଫାଉଣ୍ଡେସନର କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁ, ପିଏଲଭି ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଧାକାନ୍ତ ରଣା, ସମାଜସେବୀ ତାପସ ରଂଜନ ସାହୁ ଯୋଗ ଦେଇ ଜନସାଧରଣଙ୍କୁ ବିଭିନ୍ନ ଆଇନ ସେବା ସମ୍ପର୍କରେ ଆଲୋଚନା କରିଥିଲେ । ଶେଷରେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.