oom

ଦାଦନ ଶ୍ରମିକ ରୋକି ମନରେଗା ଯୋଜନାରେ କାମ ଯୋଗାଇ ଦେବାକୁ ବିଡ଼ିଓଙ୍କୁ ଦେଓଗାଁ ବ୍ଳକ ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଦାବୀପତ୍ର ପ୍ରଦାନ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ଦିନ ୧୨ଟା ସମୟରେ ବଲାଙ୍ଗିର ଆଦିବାସୀ କଲ୍ୟାଣ ସଂଘର ଦେଓଗାଁ ଶାଖା ପକ୍ଷରୁ କୋଭିଡ଼ ୧୯ସମୟରେ ଦାଦନ ଶ୍ରମିକ ରୋକି ମନରେଗା ଯୋଜନାରେ କାମ ଯୋଗାଇ ଦେବାକୁ ଦେଓଗାଁ ବିଡ଼ିଓଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ଦେଓଗାଁ ବ୍ଲକର କାର୍ଯ୍ୟକାରୀ ସଭାପତି ସୁରଥ ଧରୁଆ, ସଇଁନ୍ତଲା ବ୍ଲକ୍ ସଭାପତି ସନ୍ତୋଷ ପୁଟା, ଗୁଡଭେଲା ନେତ୍ରୀ ରଶ୍ମିତା ଭୋଇ, ହାତୀସରା ସରପଞ୍ଚ ମମତା କୁମୁରା, ମହେନ୍ଦ୍ର ମଲ୍ଲିକ, ପୁରନ୍ଦର ଭୋଇ, ସୁଦାମ ବିଶି, ବିଜୟ କାଲସାଏ, କୁବେର ଧରୁଆ, ସୁଶିଲ କାଲସାଏ, ଅନ୍ତରାମ ଭୋଇ, ସରଦୁ ପଧାନି ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.