oom

ଡ଼ଙ୍ଗାବାହାଲ ଗାଁରେ ବିଶ୍ୱ ଆଦିବାସୀ ଦିବସ ପାଳନ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କୁଇକେଡା ପଞ୍ଚାୟତ ଅଧିନସ୍ଥ ଡଙ୍ଗାବାହାଲ ଗ୍ରାମ ସ୍ଥିତ ସ୍ଥାନୀୟ କ୍ଲବ ଠାରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦିବାକାର ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ଆଦିବାସୀ ନେତା ଜପେଶ୍ୱର ଜାନି, ବ୍ଳକ କଂଗ୍ରେସ ସଭାପତି ତଥା ଆଦିବାସୀ ନେତାଗୁଣ ସାଗର ମାଝୀ, ଦୁର୍ଗା ସିଂ ମାଝୀ, କ୍ରିଷ୍ଣ ମାଝୀ, ପାର୍ଥ ମାଝୀ, ବଡ଼ ମାଝୀ, ଟିଟୁ ଭୋଇ, ସତ୍ୟ ଭୋଇ, ଉମେଶ ମାଝୀ, ଛନ୍ଦା ମାଝୀ, ମହେନ୍ଦ୍ର ମାଝୀ, ପ୍ରଶାନ୍ତ ମାଝୀ ପ୍ରମୁଖ ଯୋଗଦେଇଥିବା ବେଳେ ଆଦିବାସୀ ମାନେ କିଭଳି ଭାବରେ ନିଜ ହକ ପାଇ ପାରିବ ସେ ନେଇ ଏହି ଆଦିବାସୀ ଦିବସରେ ଆଲୋଚନା କରାଯାଇଥିଲା ।

jittmm
Leave A Reply

Your email address will not be published.