ଦେଶରେ ୨୪ ଘଣ୍ଟାରେ ୩୫ ହଜାର ୪୯୯ ନୂଆ ଆକ୍ରାନ୍ତ ଚିହ୍ନଟ : ୪୪୭ ମୃତ

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫ ହଜାର ୪୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଦେଶରେ ଏବେ ସକ୍ରିୟ ସଂଖ୍ୟା ୪ ଲକ୍ଷ ଦୁଇ ହଜାର ୧୮୮ ରହିଛି । ତେବେ ଦେଶର ରିକୋଭରି ରେଟ ବୃଦ୍ଧି ପାଇ ୯୭.୪୦ ପ୍ରତିଶତ ରହିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ ମନ୍ତ୍ରାଳୟ ସୂଚନା ପ୍ରଦନା କରାଯାଇଛି ।

Leave A Reply

Your email address will not be published.