ପଶ୍ଚିମାଞ୍ଚଳ ରେଞ୍ଜ୍‌ର ଡିଆଇଜି ଭାବେ ଅତିରିକ୍ତ ଦାୟିତ୍ଵ ନେଲେ ଜୟ ନାରାୟଣ ପଙ୍କଜ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ଏସଟିଏଫ୍ ଡିଆଇଜି ଜୟ ନାରାୟଣ ପଙ୍କଜ ଅତିରିକ୍ତ ପଶ୍ଚିମାଞ୍ଚଳ ଡିଆଇଜି ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି । ପୂର୍ବରୁ ଅତିରିକ୍ତ ଦାୟିତ୍ଵରେ ଥିବା ସାର୍ଥକ ଷଡ଼ଙ୍ଗୀଙ୍କ ଠାରୁ ବିଧିବଦ୍ଧ ଭାବେ ଗତକାଲି ଅପରାହ୍ନରେ ଏହି ଦାୟିତ୍ଵ ନେଇଛନ୍ତି । ସେ ଦାୟିତ୍ଵ ନେବା ପରେ ପଶ୍ଚିମାଞ୍ଚଳ ରେଞ୍ଜ ଅଧିନସ୍ଥ ଜିଲ୍ଲାଗୁଡିକର ବିଭିନ୍ନ ଆଇନ ଶୃଙ୍ଖଳା ଓ କାର୍ଯ୍ୟ ସମ୍ପର୍କରେ ଅବଗତ ହୋଇଛନ୍ତି ।

Leave A Reply

Your email address will not be published.